ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଆସନ୍ତାକାଲି ନୂଆପଡ଼ାରେ ରୋଡ ଶୋ କରିବେ ନବୀନ ପଟ୍ଟନାୟକ November 7, 2025 Papirani ନୂଆପଡ଼ା ଦଖଲ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏହାରି ମଧ୍ୟରେ ନିଜ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଲାଗି ଭୋଟ ଭିକ୍ଷା କରିବା ଲାଗି ପୁଣି ଆସନ୍ତା କାଲି ନୂଆପଡ଼ା ଯିବେ ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ…