Month: September 2025

ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଆଜି ରାଜ୍ୟ କ୍ୟାବିନେଟର ୨୭ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ବୈଠକରେ ମୋଟ ୩ ଟି ବିଭାଗର ୪ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ…

ବଦଳିଲା ନିଷ୍ପତ୍ତି; ଉପର ପଡ଼ିଆରେ ବି ହେବ ବାଲିଯାତ୍ରା

ଉପର ପଡ଼ିଆରେ ବି ହେବ ବାଲିଯାତ୍ରା । ଲୋକପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ଏ ନେଇ ନିଆଗଲା ନିଷ୍ପତ୍ତି। ବୈଠକ ପରେ ଜିଲ୍ଲାପାଳ କହିଛନ୍ତି ଉଭୟ ପଡ଼ିଆରେ ହେବ ବାଲିଯାତ୍ରା । ଏନେଇ କୋର୍ଟଙ୍କୁ ସତ୍ୟପାଠ ଦିଆଯିବ…

ବାଲଡ଼ା ନାଗେଶ୍ୱରୀ ପାହାଡର ସୁରକ୍ଷା ପାଇଁ ୟୂଟ୍ୟୁବର ଓ ବିଭିନ୍ନ ପାହାଡ ସୁରକ୍ଷା ସମିତିର ମେଳି

ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ବାଲଡ଼ା ମା ନାଗେଶ୍ୱରୀ ପାହାଡ଼ର ସୁରକ୍ଷା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ୟୁଟ୍ୟୁବର ମାନଙ୍କ ସହ ଗ୍ରାମବାସୀ ମେଳି ହୋଇ ବୈଠକ ଆୟୋଜନ କରିଥିଲେ ।…

ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ

ଆଜି ବସିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଛି ବୈଠକ । ବୈଠକରେ ଉପସ୍ଥିତ ରହିବେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ । ତେବେ ଆଜିର…

ଏସିଆ କପ୍‌ର ମ୍ୟାଚ୍ ଫି’କୁ ଭାରତୀୟ ସେନା ଓ ପହଲଗାମ ଆକ୍ରମଣରେ ନିହତଙ୍କ ପରିବାରକୁ ଦାନ କଲେ ସୂର୍ଯ୍ୟକୁମାର ଯାଦବ

ଏସିଆ କପ୍‌ର ମ୍ୟାଚ୍ ଫି’ ଭାରତୀୟ ସେନା ଓ ପହଲଗାମ୍ ଆତଙ୍କବାଦୀ ହମ୍‌ଲାରେ ନିହତଙ୍କ ପରିବାରକୁ ଦାନ କଲେ ବିଜୟର ପୁରସ୍କାର। ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ଯାଦବ ଏହା ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି,…

ଏସିଆ କପ୍ ୨୦୨୫; ବିନା ଟ୍ରଫିରେ ବିଜୟୀ ଉତ୍ସବ ପାଳନ କଲା ଭାରତ

ସେପ୍ଟେମ୍ବର ୨୮ ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ୱତନ୍ତ୍ର ତାରିଖ ହୋଇଯାଇଛି । ଟିମ୍ ଇଣ୍ଡିଆ ରେକର୍ଡ ନବମ ଥର ପାଇଁ ଏସିଆ କପ୍ ୨୦୨୫ ଟାଇଟଲ ଜିତିଛି। ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ୱିକେଟରେ…

ପାକିସ୍ତାନକୁ ହରାଇ ଏସିଆ କପ ଟାଇଟଲ ଜିତିଲା ଭାରତ

ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ପାକିସ୍ତାନକୁ ହରାଇ ନବମ ଏସିଆ କପ ଟାଇଟଲ ଜିତିଛି ।ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ଦୁବାଇରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ…

କଂଗ୍ରେସର କ୍ରମବର୍ଦ୍ଧିଷ୍ଣୁ ଗ୍ରହଣୀୟତାରେ ମୋଦୀ ଭୟଭୀତ: ଭକ୍ତ ଚରଣ ଦାସ

କଂଗ୍ରେସ କ୍ଷମତାକୁ ଆସିଲେ ଲୁଟ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡା ଭାଷାରେ ସମାଲୋଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଏହି ଅବସରରେ ଆଜି ଏକ ପ୍ରେସବାର୍ତ୍ତାରେ ଭକ୍ତ ଚରଣ ଦାସ କହିଛନ୍ତି, ଓଡ଼ିଶାରେ କଂଗ୍ରେସର ଲୋକପ୍ରିୟତା ଦେଖି…

ତ୍ବରାନ୍ବିତ ହେବ ‘ଭୋଟ୍ ଚୋର, ଗାଦି ଛାଡ’ ଦସ୍ତଖତ ଅଭିଯାନ: ଅରବିନ୍ଦ ଦାସ

ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଓଡିଶା ପ୍ରଦେଶ କଂଗ୍ରେସର ସମସ୍ତ ୩୫ ସାଂଗଠନିକ ଜିଲ୍ଲାର ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି। ତେଣୁ ରାଜ୍ୟରେ ଗତ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ‘ଭୋଟ୍ ଚୋର, ଗାଦି ଛାଡ’ ଦସ୍ତଖତ ଅଭିଯାନ ତ୍ବରାନ୍ବିତ ହେବ…

ମମିତା ମେହେର ହତ୍ୟାକାଣ୍ଡ ଘଟଣା; ପୁନଃ ତଦନ୍ତ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ସ୍କୁଲର ପୃଷ୍ଠପୋଷକ ସ୍ବର୍ଗତ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି। ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସନ୍ଦେହ…