Day: 29 September 2025

ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ

ଆଜି ବସିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଛି ବୈଠକ । ବୈଠକରେ ଉପସ୍ଥିତ ରହିବେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ । ତେବେ ଆଜିର…

ଏସିଆ କପ୍‌ର ମ୍ୟାଚ୍ ଫି’କୁ ଭାରତୀୟ ସେନା ଓ ପହଲଗାମ ଆକ୍ରମଣରେ ନିହତଙ୍କ ପରିବାରକୁ ଦାନ କଲେ ସୂର୍ଯ୍ୟକୁମାର ଯାଦବ

ଏସିଆ କପ୍‌ର ମ୍ୟାଚ୍ ଫି’ ଭାରତୀୟ ସେନା ଓ ପହଲଗାମ୍ ଆତଙ୍କବାଦୀ ହମ୍‌ଲାରେ ନିହତଙ୍କ ପରିବାରକୁ ଦାନ କଲେ ବିଜୟର ପୁରସ୍କାର। ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ଯାଦବ ଏହା ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି,…

ଏସିଆ କପ୍ ୨୦୨୫; ବିନା ଟ୍ରଫିରେ ବିଜୟୀ ଉତ୍ସବ ପାଳନ କଲା ଭାରତ

ସେପ୍ଟେମ୍ବର ୨୮ ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ୱତନ୍ତ୍ର ତାରିଖ ହୋଇଯାଇଛି । ଟିମ୍ ଇଣ୍ଡିଆ ରେକର୍ଡ ନବମ ଥର ପାଇଁ ଏସିଆ କପ୍ ୨୦୨୫ ଟାଇଟଲ ଜିତିଛି। ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ୱିକେଟରେ…

ପାକିସ୍ତାନକୁ ହରାଇ ଏସିଆ କପ ଟାଇଟଲ ଜିତିଲା ଭାରତ

ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ପାକିସ୍ତାନକୁ ହରାଇ ନବମ ଏସିଆ କପ ଟାଇଟଲ ଜିତିଛି ।ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ଦୁବାଇରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ…