Day: 16 September 2025

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ; ଘରୋଇ ହସପିଟାଲରେ ଭର୍ତ୍ତି

ବଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ। କଟକ ସିଡିଏର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି । ଫୁସ୍‌ଫୁସ୍‌ ସଂକ୍ରମଣଜନିତ ସମସ୍ୟା ନେଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ସୂଚନା । ତେବେ ଏବେ ବୁଦ୍ଧାଦିତ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା । ସୂଚନା…

ଶ୍ରୀମୟୀ ମିଶ୍ରଙ୍କ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ; ଭି.କେ. ପାଣ୍ଡିଆନଙ୍କୁ ନିଶାନା କରିଥିବା ଚର୍ଚ୍ଚା

ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣି ଥରେ ନାଁ ନନେଇ ତେରର୍ଚ୍ଛା ବାଣ ମାରିଛନ୍ତି । ପୂର୍ବର ଧ୍ରୁତରାଷ୍ଟ୍ର ଆକ୍ଷେପ ପରେ ଏବେ ଭଣ୍ଡ ସନ୍ନ୍ୟାସୀ କହି କଟାକ୍ଷ କରିଛନ୍ତି ଶ୍ରୀମୟୀ ମିଶ୍ର। ସେ କହିଛନ୍ତି କିଛି ଲୋକ ଭଣ୍ଡ ସନ୍ନ୍ୟାସୀର…

୧୬କୁ ଘୁଞ୍ଚିଲା ଇନକମ୍ ଟ୍ୟାକ୍ସ ଫାଇଲିଂ

ଘୁଞ୍ଚିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ଦାଖଲ କରିବାର ଶେଷ ତାରିଖ । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲର ଅବଧି ବଢ଼ାଇଛନ୍ତି କେନ୍ଦ୍ର ସରକାର। ୧୫ ସେପ୍ଟେମ୍ୱର ଯାଏ ଥିବା ସାଧାରଣ ଟିକସଦାତାଙ୍କ ଅବଧିକୁ ଗୋଟିଏ ଦିନ ଅଥାତ ସେପ୍ଟେମ୍ୱର ୧୬କୁ…

ପୁଣି ରାଜ୍ୟରେ ଲଜ୍ଜା; ବାଲି ହରଚଣ୍ଡୀ ପୀଠରେ ଯୁବତୀଙ୍କୁ ଗଣଧର୍ଷଣ

ଦୁଇ ଦିନ ତଳେ ବ୍ରହ୍ମଗିରି ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲି ହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଘଟିଛି ଲଜ୍ଜାଜନକ ଘଟଣା। ବାଲି ହରଚଣ୍ଡୀ ପୀଠରେ ଜଣେ ଯୁବତୀଙ୍କୁ ଗଣଧର୍ଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଗୁରୁତର ଅବସ୍ଥାରେ ହସ୍ପିଟାଲରେ…