Day: 7 September 2025

କର୍କଟ ରୋଗୀଙ୍କୁ ନିମ୍ନମାନର ଔଷଧ ଲେଖିବା ଘଟଣା: ଗିରଫ ଡାକ୍ତର ଦମ୍ପତିଙ୍କ ଜାମିନ ଆବେଦନ ଖାରଜ

ଗତକାଲି କର୍କଟ ରୋଗୀଙ୍କୁ ନିମ୍ନମାନର ଔଷଧ ଲେଖିବା ଅଭିଯୋଗରେ ଗିରଫ ହୋଇଥିବା ଡାକ୍ତର ଦମ୍ପତିଙ୍କ ସମେତ ତିନି ଜଣଙ୍କ ଜାମିନ ଆବେଦନକୁ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ଜାଲିଆତିରେ ସମ୍ପୃକ୍ତି ଅଭିଯୋଗରେ ଗତକାଲି ଭିଜିଲାନ୍ସ ଅଧିକାରୀମାନେ ଆଚାର୍ଯ୍ୟ ହରିହର…

ଭିଜିଲାନ୍ସ ଜାଲରେ ପୋଲିସ SI

ଭିଜିଲାନ୍ସ ଜାଲରେ ବାଙ୍କୀ ଥାନା ସୁବର୍ଣ୍ଣପୁର ପୋଲିସ ବିଟ୍‌ର SI ପ୍ରସନ୍ନ ମାହାଳି । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ SI । ଧରାପଡ଼ିବା ପରେ ଅଫିସ୍ ସମେତ ପୈତୃକ ଗାଁରେ ଚଢାଉ କରିଛି…

ମୁଣ୍ଡଳୀରେ ବଢ଼ୁଛି ବନ୍ୟାପାଣି

ମୁଣ୍ଡଳୀରେ ବଢ଼ୁଛି ବନ୍ୟାପାଣି । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ହୀରାକୁଦରେ ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦ ଗେଟ ଖୋଲିଥିବାରୁ ମହାନଦୀରେ ଜଳସ୍ତର…

୪ଦିନିଆ ଦିଲ୍ଲୀ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୪ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି ନବୀନ । ସୁସ୍ଥ ହେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ସେଠାରେ ଉପରାଷ୍ଟ୍ରପତି…

ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ପୁଣି ଦିଲ୍ଲୀ ଗଲେ ମନମୋହନ । ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିନକ ପୂର୍ବରୁ ଦିଲ୍ଲୀ ଗସ୍ତରୁ ଫେରିଥିଲେ ମନମୋହନ। ପୁଣି ଆଜି ଦିଲ୍ଲୀ ଯିବାକୁ ନେଇ ବଢ଼ିଲା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ…