ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଗୋଟିଏ ବୋର୍ଡରେ ଚାଲିବ ପ୍ରଥମରୁ ଦ୍ୱାଦଶ September 5, 2025 Nirvay ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ଼ ଘୋଷଣା କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶି ଗୋଟିଏ ବୋର୍ଡ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଛାତ୍ର…
ରାଜ୍ୟ ଏଣିକି ସମସ୍ତ ସରକାରୀ ଅଫିସରେ ବାଧ୍ୟତାମୂଳକ ହେବ ବିଏସ୍ଏନ୍ଏଲ୍ ନେଟ୍ୱର୍କ September 5, 2025 Nirvay ରାଜ୍ୟ ସରକାର ଭାରତ ସଂଚାର ନିଗମ ଲିମିଡେଟ୍ (BSNL) ନେଟ୍ୱର୍କକୁ ମଜବୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ସରକାରୀ କାର୍ଯ୍ୟାଳୟରେ ବିଏସ୍ଏନ୍ଏଲ୍ ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ…
ତାଜା ଖବର ରାଜନୀତି ରାଜ୍ୟ ୧୫ ମାସରେ ରାଜ୍ୟରେ ୪ ହଜାରରୁ ଅଧିକ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି: ସ୍ନେହାଙ୍ଗିନୀ ଛୁରିଆ September 5, 2025 Papirani ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ପାଇବା ପରେ ସ୍ନେହାଙ୍ଗିନୀ ଛୁରିଆ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମହିଳା ମାନଙ୍କୁ ସୁରକ୍ଷା ଓ ସମ୍ମାନକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି…
ତାଜା ଖବର ରାଜ୍ୟ ୩ ବର୍ଷରେ ରାଜ୍ୟରେ ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ: ମୁଖ୍ୟମନ୍ତ୍ରୀ September 5, 2025 Papirani ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ବିଭିନ୍ନ ଜିଲ୍ଲା ଶିକ୍ଷକ ଏବଂ ଶିକ୍ଷାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ ବୋଲି…
ତାଜା ଖବର ରାଜ୍ୟ ରାଜ୍ୟକୁ ଆସିବ ୬୦୦ ଇ-ବସ୍: କୃଷ୍ଣଚନ୍ଦ୍ର ମହାପାତ୍ର September 5, 2025 Papirani ରାଜ୍ୟକୁ ଆସିବ ୬୦୦ ଇ-ବସ୍ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଗଡ଼ିବ ବିଦ୍ୟୁତ ଚାଳିତ ବସ୍ ବା ଇ-ବସ୍ । ଏ ଆଜି ଦେଇଛନ୍ତି ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।…
ତାଜା ଖବର ରାଜ୍ୟ ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; GST ସଂସ୍କାର ନେଇ କଲେ ପ୍ରଶଂସା September 5, 2025 Papirani ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋଲକାତାରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ପାଗ ଖରାପ ଯୋଗୁ ଭୁବନେଶ୍ୱର ବଦଳରେ ଯାଇଥିଲେ କୋଲକାତା । ଦିଲ୍ଲୀରୁ ଭୁବନେଶ୍ୱର ଏୟାରପୋର୍ଟରେ ନ ଓହ୍ଲାଇ ପାରି କୋଲକାତାରେ କରିଥିଲେ ଅବତରଣ ।…
ତାଜା ଖବର ଦେଶ ରାଜ୍ୟ ଜାତୀୟ ଶିକ୍ଷକ ସମ୍ମାନ: ଓଡ଼ିଶାର ୨ ଶିକ୍ଷକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି September 5, 2025 Papirani ଆଜି ପବିତ୍ର ଗୁରୁ ଦିବସ । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ମୋଟ ୪୫ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଛନ୍ତି । ଏଥିରେ ଓଡ଼ିଶାର…
ତାଜା ଖବର ରାଜ୍ୟ ଜାହାଜରୁ ଖସି ପଡ଼ିଲେ ୨ କ୍ରିୟୁ ମେମ୍ବର; ଜଣେ ନିଖୋଜ September 5, 2025 Papirani ପାରାଦୀପରେ ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର । ଜଣେ କ୍ରିୟୁ ମେମ୍ବର ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଘଟିଛି ଅଘଟଣ। ସିଆଇଏସଏଫ ଓ ମେରାଇନ୍ ପୋଲିସ ଦ୍ୱାରା ଉଦ୍ଧାର…
ଦେଶ ରାଜନୀତି ରାଜ୍ୟ ଉପରାଷ୍ଟ୍ରପତି ନିର୍ବାଚନ: ଭୋଟରୁ ବିରତ ରହିବା ବାଟ ବାଛିପାରନ୍ତି ନବୀନ September 5, 2025 Papirani ଆସନ୍ତା ୯ ତାରିଖ ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ । ପୁଣିଥରେ ବିଜୁ ଜନତା ଦଳ ଓ ନବୀନ ପଟନାୟକଙ୍କ ପାଇଁ ପରୀକ୍ଷାର ଘଡ଼ି । କି ନିଷ୍ପତ୍ତି ନେବେ ନବୀନ ? ସମସ୍ତଙ୍କ ନଜର ନବୀନଙ୍କ ନିଷ୍ପତ୍ତି ଉପରେ । ଜଗଦୀପ…
ରାଜନୀତି ରାଜ୍ୟ ଖୋଜିଲେ ନବୀନ ଗଲେ ଦିଲୀପ September 5, 2025 Papirani ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଗୁରୁବାର ନବୀନ ନିବାସରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ନବୀନ…