Day: 4 September 2025

ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ

ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ବିଜୁ ମହିଳା ଜନତା ଦଳର ସଭାପତି ରହିସାରିଥିବା ଛୁରିଆଙ୍କ ଉପରେ ପୁଣିଥରେ ନବୀନ…

କୋମାରେ, ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର କୋମାରେ । ଏମ୍ସରେ ଭର୍ତ୍ତି କରିବା ପୂର୍ବରୁ କୋମାରେ ଅଛନ୍ତି ଅଭିଜିତ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି, ସେ ନିମୋନିଆରେ ପୀଡ଼ିତ ଅଚ୍ଛନ୍ତି । ଆଜି ମଧ୍ୟାହ୍ନ ପରଠାରୁ ଭେଣ୍ଟିଲେଟର…

ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିଲା କଟକଣା

ଚଳିତ ବର୍ଷ ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ନା । ଏହା ସହ ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ହୋଇଛି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦୁର୍ଗାପୂଜା…

ବିବାଦ ଏବଂ ଜନଅଶାନ୍ତି ପାଇଁ ବଦଳିଲେ ଦୁଇ ଆଇଆଇସି

ବଦଳିଲେ ଦୁଇ ଆଇଆଇସି। କଣ୍ଟାବାଞ୍ଜି ଆଇଆଇସି ଓ ସଇଁତଳା ଆଇଆଇସି ବଦଳି କରାଯାଇଛି । କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କର ସଇଁତଳାକୁ ବଦଳି କରାଯାଇଥିବା ବେଳେ ସଇଁତଳା ଆଇଆଇସି ସୁଶାନ୍ତ ବଢ଼େଇଙ୍କୁ ବଲାଙ୍ଗୀର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଆଇଆଇସି…

କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ
ଜିଏସ୍ଟି ଛାଡ଼ କରିବାକୁ ଦାବି କଲା ବିଜେଡି

କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଜିଏସ୍ଟି ସ୍ଲାବ୍ରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ ଦାବି ଗ୍ରହଣ କରାଯାଇ ନଥିବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି…

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ଏନଆଇଆରଏଫ ରାଙ୍କିଙ୍ଗ ତାଲିକା: ଟପ୍‌ ୧୦୦ରେ ନାହିଁ ଓଡ଼ିଶାର କଲେଜ୍‌

ଶିକ୍ଷା ମନ୍ତ୍ରଣାଳୟ ଗୁରୁବାର ଦେଶର ଶ୍ରେଷ୍ଠ କଲେଜ ତାଲିକା ଏନଆଇଆରଏଫ ୨୦୨୫ ରାଙ୍କିଙ୍ଗ ଜାରି କରିଛି । ଆଇଆଇଟି ମାଦ୍ରାସ ସବୁ ବର୍ଗରେ ଏବଂ ଇଞ୍ଜିନିୟରିଂ କାଟାଗୋରୀରେ ଶୀର୍ଷ ସ୍ଥାନ ହାସଲ କରି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି ।…

ସବୁ ଅଙ୍ଗନବାଡି ଏବେ ସ୍କୁଲ୍‌ରେ ସାମିଲ୍‌ ହେବା ସମ୍ଭବ ନୁହେଁ: ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ୍‌ରେ ଅଙ୍ଗନବାଡି ସାମିଲ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ବର୍ତ୍ତମାନ ସମସ୍ତ ଅଙ୍ଗନବାଡ଼ିକୁ ବିଦ୍ୟାଳୟରେ ମିଶାଇବା ସମ୍ଭବ ନୁହେଁ । ଶିଶୁବାଟିକା ୩କୁ ବିଦ୍ୟାଳୟରେ ସାମିଲ କରାଯାଇଅଛି। ଏବେ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଘର

ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଲୋକଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ…

ଫେରିବ ମହାପ୍ରଭୁଙ୍କ ଭୂସଂପତ୍ତି: ପୃଥ୍ୱୀରାଜ ହରିଚନ୍ଦନ

ଖୁବ ଶୀଘ୍ର ଫେରିବ ମହାପ୍ରଭୁଙ୍କ ଭୂ-ସମ୍ପତ୍ତି । ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି…

ବେଆଇନ ଖଣି ଖନନ ମାମଲା; ଓଡ଼ିଶା ସରକାରଙ୍କ ଉପରେ ଏନଜିଟିର ଜରିମାନା

ବେଆଇନ ଖଣି ଖନନ ମାମଲାରେ ରିପୋର୍ଟ ଦାଖଲ ନକରିବା କାରଣରୁ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ (ଏନର୍ଜିଟି) ଓଡ଼ିଶା ସରକାରଙ୍କ ଉପରେ ଲଗାଇଛି ଜରିମାନା । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଢେଙ୍କାନାଳ ଜିଲ୍ଲାର ଗଁଦିଆ ଅଞ୍ଚଳରେ ଚାଲିଥିବା ବ୍ୟାପକ ବେଆଇନ ଖଣି କାର୍ଯ୍ୟକୁ…