Day: 3 September 2025

ଦେବୀ, ସଞ୍ଜୟ, ଅତନୁଙ୍କ ଭିତରେ ବଳ କଷାକଷି

ରାଜ୍ୟସଭା ନିର୍ବାଚନ ଆହୁରି ପ୍ରାୟ ୬ମାସ ବାକିଅଛି। ଏଥର ୪ଟି ଆସନ ପାଇଁ ନିର୍ବାଚନ ହେବ । ଏହି ୪ ଆସନ ଭିତରୁ ଦୁଇଟି ଭାଜପା ଓ ଅନ୍ୟ ଦୁଇଟି ବିଜଦ ହାତରେ ଅଛି । ବିଜୁ ଜନତା ଦଳ ନିଜ…

ଅର୍ଚ୍ଚନା ନାଗ ଓ ତାଙ୍କ ପୁଅଙ୍କୁ ହତ୍ୟାଧମକ; ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ

ଅର୍ଚ୍ଚନା ନାଗ ଓ ତାଙ୍କ ପୁଅକୁ ସ୍ବାମୀ ଜଗବନ୍ଧୁଙ୍କ ହତ୍ୟା ଉଦ୍ୟମ ଅଭିଯୋଗ । ରାତି ଅଧରେ ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ସ୍ବାମୀ ଜଗବନ୍ଧୁ ମାରଣାସ୍ତ୍ରରେ ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହାପରେ…

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନବ ଗଠିତ କମିଟିର ଏହା ପ୍ରଥମ ବୈଠକ ଏହି ବୌଠକ ବଡଦାଣ୍ତ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ହେବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ…

ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ନେଇ ସ୍ଟାଟସ ରିପୋର୍ଟ ମାଗିଲେ ଓଡିଶା ମାନବିକ ଅଧିକାର କମିଶନ

କର୍ମ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ନିବାରଣ ଆଇନ ସମେତ ସୁପ୍ରିମକୋର୍ଟ ଙ୍କ ବିଶାଖା ମାମଲା ନିର୍ଦ୍ଦେଶାବଳୀ ଓ ଓଡିଶା ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ସମେତ ମହାବିଦ୍ୟାଳୟ ଓ ସେଥିସହ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ କି କି…