Month: August 2025

ପରଲୋକରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ; ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ପରଲୋକରେ ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୫୨ ବର୍ଷ ବୟସରେ ବିୟୋଗ ହୋଇଛି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରୁ ୨ ଥର ବିଧାୟକ ହୋଇଥିଲେ । କିଡ଼ନୀ ରୋଗରେ…

କାଲି ଦିଲ୍ଲୀରେ ବସିବ ଓଡ଼ିଶା କଂଗ୍ରେସ ପାଇଁ ବୈଠକ; ଚୟନ ହେବ ଜିଲ୍ଲା ସଭାପତି

ଆସନ୍ତାକାଲି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ହେବାକୁ ଯାଇଛି ବଡ଼ ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏହି ବୈଠକ ପରେ ଜିଲ୍ଲା ସଭାପତି ବାଛିବେ। ଏହି ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଦାସ…

ସମ୍ବଲପୁରରେ ହେବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍‌

ସମ୍ବଲପୁରରେ ଖୋଲିବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍ । ଖୁବଶୀଘ୍ର ଏହା ଆରମ୍ଭ ହେବ । ଏହି ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ । ଓୟୁଏଟିର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ସେ ଉପ ମୁଖ୍ୟମନ୍ତ୍ରୀ…

ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ୨୫ରୁ ୨୮ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟାରେ ଘନୀଭୂତି ହେବା ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ।…

ଓଡିଶାରେ ବର୍ଜ୍ୟବସ୍ତୁରୁ ବାହାରିବ ସବୁଜ ଇନ୍ଧନ: କୃଷ୍ଣ ଚନ୍ଦ୍ର ମହାପାତ୍ର

ଓଡିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ । ଏ ନେଇ ଆଜି ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସେ କହିଛନ୍ତି କମ୍ପାନୀକୁ ସରକାର ଜମି ଓ ବର୍ଜ୍ୟ ଯୋଗାଇବେ ।…

ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା ବୋଲେରୋ; ଡ୍ରାଇଭର ଗୁରୁତର

ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ । ପୁରୀର ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା ବୋଲେରୋ । ଗାଡ଼ି ପାର୍କିଂ ସମୟରେ ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ। ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡିଛି ।…

ସବୁ ଥାନାରୁ ହଟିବ ଜବତ ଗାଡ଼ି

ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି । ଏ ନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । ସେ କହିଛନ୍ତି ଥାନାରେ ଥିବା ଜବତ ଗାଡ଼ି ପଡ଼ି ରହିବା ଯୋଗୁ…

ଡୁଡୁମା ଜଳପ୍ରପାତରେ ଭାସିଗଲେ ୟୁଟ୍ୟୁବର

ଡୁଡୁମା ଜଳପ୍ରପାତରେ ଅଘଟଣ । କୋରାପୁଟର ଲମତାପୁଟ ବ୍ଲକ୍‌ ମାଛକୁଣ୍ଡ ଜଳପ୍ରପାତ ବୁଲିବାକୁ ଆସିଥିବା ଜଣେ ୟୁଟ୍ୟୁବର୍‌ ଭାସି ଯାଇଛନ୍ତି। ନିଖୋଜ ୟୁଟ୍ୟୁବର୍‌ ବ୍ରହ୍ମପୁର ଅଞ୍ଚଳର ସାଗର ଟୁଡୁ ବୟସ ୨୨ ବୋଲି ସୂଚନା ମିଳିଛି। ନିଜ ଚ୍ୟାନେଲ୍‌ ନିମନ୍ତେ ଡ୍ରୋନ୍‌…

ବିପଦ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା

ବିପଦ ସଂକେତ ଉପରେ ବୈତରଣୀ ଓ ସୁବର୍ଣ୍ଣରେଖା । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଉପର ମୁଣ୍ଡରେ ଅତି ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଛି। । ଫଳରେ ବୈତରଣୀ ଓ…

ପାତ୍ରପଡ଼ା ହିଟ୍ ଆଣ୍ଡ୍ ରନ୍ ଘଟଣାରେ ସ୍କର୍ପିଓ ଗାଡ଼ି ମାଲିକ ଗିରଫ; ଥାର୍ ମାଲିକଙ୍କ ମିଳୁନି ପତ୍ତା

ଭୁବନେଶ୍ଵର ପାତ୍ରପଡ଼ା ହିଟ୍ ଆଣ୍ଡ ରନରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଥାର୍ ସହ ରେସିଂ କରୁଥିବା ସ୍କର୍ପିଓ ଗାଡ଼ି ମାଲିକ କୁ ଆଜି ପୋଲିସ ଗିରଫ କରିଛି । ସ୍କର୍ପିଓ ଗାଡ଼ି ମାଲିକ ସୋମରାଜ ତ୍ରିପାଠୀ ଓ…