ତାଜା ଖବର ରାଜ୍ୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର August 13, 2025 Papirani ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ୨୪ ଘଣ୍ଟାରେ ଲଘୁଚାପର ରୂପ ଅଧିକ ସ୍ପଷ୍ଟ ହେବ । ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ ଗତି…
ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ଭାଙ୍ଗିବାକୁ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା; ସଂପୃକ୍ତ ବ୍ୟକ୍ତିଙ୍କୁ କରାଯାଇଛି ଚିହ୍ନଟ: ପିନାକ ମିଶ୍ର August 13, 2025 Papirani ଶ୍ରୀମନ୍ଦିରକୁ ଭାଙ୍ଗିଦେବାକୁ ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣାରେ ତତ୍ପରତା ଦେଖାଇଛି ପୁରୀ ପୋଲିସ। ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ସେ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ବାଧିକ…
ରାଜ୍ୟ ପୁଣିଥରେ ମ୍ୟାଲେରିଆରେ ଓଡ଼ିଶା ଏକ ନମ୍ବର August 13, 2025 Papirani କିଛି ବର୍ଷ ପୂର୍ବେ ମ୍ୟାଲେରିଆ ହ୍ରାସର ଏକ ଜ୍ଵଳନ୍ତ ଉଦାହରଣ ଥିଲା ଓଡ଼ିଶା। ଏବେ କିନ୍ତୁ ଓଡ଼ିଶା ସମୟକୁ ଓଲଟାଇ ଦେଇଛି ଏବଂ ଗତ ଛଅମାସରେ ୩୬,୦୦୦ରୁ ଅଧିକ ମ୍ୟାଲେରିଆ ରୋଗୀ ସଂକ୍ରମଣ ଚିହ୍ନଟ କରି ଲଗାତାର ତୃତୀୟ ବର୍ଷ ପାଇଁ…
ରାଜ୍ୟ ରାଜ୍ୟରେ ହରିଜନ ଉପରେ ରୋକ୍ August 13, 2025 Papirani ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ ହରିଜନ ଶବ୍ଦ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ହରିଜନ ଶବ୍ଦଟି କୌଣସି ସରକାରୀ…
ରାଜନୀତି ରାଜ୍ୟ କେଉଁ ସୁଯୋଗକୁ ଅନେଇ ବସିଚନ୍ତି ନବୀନ ? August 13, 2025 Papirani ଶଙ୍ଖ ଦଳର ଅଘୋଷିତ ଚିଫ୍ ପିଆରଓ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ନବୀନ ବାବୁ କୁଆଡେ ସୁଯୋଗ ଅପେକ୍ଷାରେ ଅଛନ୍ତି । ସୁଯୋଗ ପାଇଲେ ବୋଧେ ଖେଳ କରିବେ । କିନ୍ତୁ ସୁଯୋଗଟା କ’ଣ ? ସୁଯୋଗ କଥା କିନ୍ତୁ ସେହି…