Day: 8 August 2025

ଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଧାରଣାରେ ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ । ଢେଙ୍କାନାଳ ସଦର ବ୍ଲକ୍‌ ଭାନିରାମ ଆଦର୍ଶ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ପ୍ରମିଳା ବେହେରାଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷୟିତ୍ରୀ ଗାଳିଗୁଲଜ ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଏବେ ସମ୍ନାକୁ ଆସୁଛି ।…

ଛୁଟିରେ ଗଲେ କ୍ରାଇମବ୍ରାଞ୍ଚ ଆଇଜି, ଏସ୍‌ପିଙ୍କୁ ତଦନ୍ତ ଦାୟିତ୍ବ

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ଧୀରେଧୀରେ ଶାନ୍ତ ପଡିଆସୁଥିବା ବେଳେ ଦୁଇ ଛାତ୍ର ନେତାଙ୍କ ଗିରଫ ପରେ ଚର୍ଚ୍ଚା ବିଚାରର ନିଆଁରେ ଘିଅ ପଡିବା ସଦୃଶ ହୋଇଥିଲା । କିଏ କ୍ରାଇମବ୍ରାଞ୍ଚକୁ ସାବାସୀ ଜଣାଇଥିଲା ତ ଆଉ କିଏ…

ଜରୁରୀ କାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଜରୁରୀ କାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରାଜ୍ୟରେ ବଢ଼ୁଥିବା ଅପରାଧକୁ ଆଜି ଅପରାହ୍ନରେ ବସିବ ଜରୁରୀ କାଳୀନ ବୈଠକ।ଅପରାହ୍ନ ୩ଟାରେ ଲୋକସଭା ଭବନରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ…

ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ମାମଲା: ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ

ପଟ୍ଟାମୁଣ୍ଡାଇରେ ଛାତ୍ରୀ ଜିଅନ୍ତା ଜଳିଯିବା ମାମଲାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଲା ପୋଲିସ । ଚେନ୍ନାଇରୁ ଯୁବକକୁ ପୋଲିସ ଓଡ଼ିଶା ଆଣୁଥିବା ସୂଚନା ମିଳିଛି । ଯୁବକଙ୍କ ନାଁରେ ବ୍ଲାକ୍‌ମେଲିଂ କରିଥିବା ଅଭିଯୋଗ ରହିଛି। ମୁଖ୍ୟ ଅଭିଯୁକ୍ତ ହେଲା ଗଣେଶ୍ୱର…