Month: July 2025

ଆସନ୍ତାକାଲିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଆସନ୍ତା କାଲିଠାରୁ ଓଡ଼ିଶା ଡ୍ରାଇଭର ମହାସଂଘ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି । ୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ତେବେ, ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭର ଆନ୍ଦୋଳନରେ…

ଶ୍ରୀଜିଉଙ୍କ ଅଧରପଣା ନୀତି ସମ୍ପନ୍ନ

ସରିଲା ଶ୍ରୀଜିଉଙ୍କ ଅଧରପଣା ନୀତି । ଶ୍ରୀଜିଉଙ୍କୁ ଲାଗି ହେଲା ୯ଟି ହାଣ୍ଡିରେ ପଣା । ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦିରେ ପଣା ପ୍ରସ୍ତୁତ କରାଯାଇଥିଲା ପଣା । ଶ୍ରୀଜିଉଙ୍କୁ ଲାଗି ପରେ ଅଶରୀରୀଙ୍କ ତୃପ୍ତି…

ଲେଖାଶ୍ରୀଙ୍କ ଉପରେ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ: ରାଜ୍ୟ ମହିଳା କମିସନଙ୍କ ଦ୍ବାରସ୍ଥ ହେଲା ବିଜେଡି

ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ମାମଲାରେ ରାଜ୍ୟ ମହିଳା କମିସନଙ୍କ ଦ୍ୱାରସ୍ଥ ହେଲା ବିଜେଡି। ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି…

ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ

ଆଜି ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ରତ୍ନ ଭଣ୍ଡାରର ଉଭୟ ଭିତର ଓ ବାହାର ମରାମତି କାମ ଶେଷ ହୋଇଛି…

ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରୁ ଆଜି ଡିସ୍‌ଚାର୍ଜ ହୋଇଛନ୍ତି । ସର୍ଭାଇକାଲ୍‌ ଆର୍ଥ୍ରରାଇଟ୍‌ସ ଅସ୍ତ୍ରୋପଚାର ପାଇଁ ସେ ଏହି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ…

ପୁଣି ରାଜ୍ୟ ସଭାପତି ହେବେ ମନମୋହନ ସାମଲ

ପୁଣି ରାଜ୍ୟ ସଭାପତି ହେବେ ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତିକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଆଜି ଅନ୍ତ ହୋଇଛି । ରାଜ୍ୟ ବିଜେପି ସଭାପତି ପଦ ପାଇଁ ମନମୋହନ ସାମଲ ଆଜି ଏକ ମାତ୍ର ପ୍ରାର୍ଥୀ ଭାବେ…

ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ନିପାତ; ଧରିବା ପାଇଁ ଘୋଷଣା ଥିଲା ୮ ଲକ୍ଷ ପୁରସ୍କାର

ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ଓରଫ ପଦନାମ ନିହତ । ଛତିଶଗଡ଼ସ୍ଥିତ ବିଜାପୁର ନ୍ୟାଶନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ସୋଡ଼ି କନ୍ନା।ପିଏଲ୍‌ଜିଏ ବାଟାଲିଅନ ନଂ-୧ର ଡେପୁଟି କମାଣ୍ଡର ଥିଲେ। ସୋଡ଼ି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର…

ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ ଅଫ୍ ମାର୍କ

ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା । ଏ ନେଇ ଆଜି ପ୍ରକାଶ ପାଇଛି କଟ୍‌ ଅଫ୍ ମାର୍କ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…

ନନ୍ଦନକାନନରେ ଜନ୍ମନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା

ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନରେ ଜନ୍ମନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା । ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ ଆଜି ଆଉ ୧୧ ହଳଦିଆ ଆନାକୋଣ୍ଡା ଜନ୍ମ ନେଇଛି । ଏହି ଶାବକ ଜନ୍ମ ହେବା…

ତୁଳସୀ କ୍ଷେତ୍ରରେ ୩ୟ ଦିନରେ ବି ପହଞ୍ଚିନି ବ୍ରହ୍ମତାଳଧ୍ବଜ ରଥ

ରଥଯାତ୍ରା ଭଳି ବାହୁଡ଼ାରେ ବି ଦେଖିବାକୁ ମିଳିଛି ବଡ଼ ବିଭ୍ରାଟ । ତୁଳସୀ କ୍ଷେତ୍ରରେ ଅଟକି ରହିଛି ବ୍ରହ୍ମତାଳଧ୍ବଜ । ୩ୟ ଦିନରେ ବି ପହଞ୍ଚିନି ‘ବ୍ରହ୍ମତାଳଧ୍ବଜ’ ରଥ । ରଥ ବାରମ୍ବାର ମୋଡ଼ ନେଉଥିବାରୁ ସିଧା କରିବାକୁ ଉଦ୍ୟମ କରାଯାଉଛି…