ରାଜ୍ୟ ୪୯୮୨ କୋଟିର ୨୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର July 24, 2025 Nirvay ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଗତିଶୀଳ କରିବା ନିମନ୍ତେ ରାଜ୍ୟ ସରକାର ଗୁରୁବାର ଦିନ ୪୯୮୨ କୋଟି ଟଙ୍କାର ୨୩ ଟି ନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ବୈଠକରେ…
ରାଜ୍ୟ ଇଡି ଉପ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ମିଳିଲା ଜାମିନ୍ July 24, 2025 Nirvay ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଥିବା ଭୁବନେଶ୍ୱରର ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଆଜି ଜାମିନ ମିଳିଛି । ସହଯୋଗୀ ବିନୋଦ ବେହେରାଙ୍କ ସହ ଚିନ୍ତନ ରଘୁବଂଶୀଙ୍କୁ ଓଡିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ୧…
ରାଜ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡିଶା ବିଜେପି ଟିମ୍ July 24, 2025 Nirvay ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ରାଜ୍ୟ ବିଜେପି ଟିମ୍ । ଓଡ଼ିଶା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସଂଗଠକ…
ରାଜନୀତି ରାଜ୍ୟ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ July 24, 2025 Nirvay ଭୁବନେଶ୍ୱର ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ କରିଛନ୍ତି ପୀଡ଼ିତା । ୨୦୨୩ ରୁ ସମ୍ପର୍କ ରଖିଥିବା ନେଇ ଲକ୍ଷ୍ମୀସାଗର ଥାନାରେ…
ତାଜା ଖବର ରାଜ୍ୟ ଓଡ଼ିଶାରେ ଆଇଏଏସ୍ ସ୍ତରରେ ପୁଣି ବଡ଼ ଧରଣର ଅଦଳବଦଳ July 24, 2025 Papirani ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର । ୧୩ ଜଣ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ବ ପ୍ରଦାନ କଲେ ସରକାର । ୪ ଆଇଏଏସଙ୍କ ବଦଳି କରାଯାଇଥିବା ବେଳେ ୨୦୨୩ ବ୍ୟାଚର ୯ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ…
ତାଜା ଖବର ରାଜ୍ୟ ଫେକ୍ ଜବ୍ କାର୍ଡରେ ଦ୍ବିତୀୟରେ ଓଡ଼ିଶା July 24, 2025 Papirani ଫେକ୍ ଜବ୍ କାର୍ଡରେ ପ୍ରଥମ ନମ୍ବରରେ ବିହାର ଥିବା ବେଳେ ଦ୍ବିତୀୟରେ ରହିଛି ଓଡ଼ିଶା । ସଂସଦରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ ପାସୱାନ । ଲୋକସଭାରେ ଟିଏମ୍ସି ସାଂସଦଙ୍କ ପ୍ରଶ୍ନରେ କେନ୍ଦ୍ର ଗ୍ରାମ୍ୟ…
ତାଜା ଖବର ରାଜନୀତି ରାଜ୍ୟ ଜୁଲାଇ ୨୬ରେ କୋରାପୁଟର ଦକ୍ଷିଣ ପଞ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ ଆଗରେ ବିକ୍ଷୋଭ କରିବ ବିଜେଡି July 24, 2025 Papirani ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିକଟରେ ଘଟିଯାଇଥିବା ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ସହିତ ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା କାରଣରୁ, ବିଜୁ ଜନତା ଦଳ ଜୁଲାଇ ୨୬ ତାରିଖ ଦିନ ସେଠାକାର ଡିଆଇଜି ଅଫିସ ସମ୍ମୁଖରେ ଏକ…
ତାଜା ଖବର ରାଜ୍ୟ ଏଫଏମ ଛାତ୍ରୀ ମୃତ୍ୟୁ ଘଟଣା: ଏକାଦଶାହରେ ଯୋଗ ଦେଲେ ସାଂସଦ ଓ ମନ୍ତ୍ରୀ July 24, 2025 Papirani ମୃତ ବାଲେଶ୍ୱର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହରେ ଯୋଗ ଦେଲେ ମନ୍ତ୍ରୀ ଓ ସାଂସଦ । ଏକାଦଶାହରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ସଦର ବିଧାୟକ ମାନସ ଦତ୍ତଙ୍କ ସମେତ ବହୁ ନେତା…
ତାଜା ଖବର ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ July 24, 2025 Papirani ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ…
ତାଜା ଖବର ରାଜ୍ୟ ଭଡ଼ା ଘରୁ ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ ଆଣିଲେ ପରିବାର July 24, 2025 Papirani ଭୁବନେଶ୍ୱରର ଏକ ଭଡ଼ା ଘରୁ ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଡ଼ା ଘରୁ ବାକ୍ ଶବ୍ଦହୀନ ଆଇଟିଆଇ ଛାତ୍ରୀଙ୍କର ଉଦ୍ଧାର ହୋଇଛି ଝୁଲନ୍ତା ମୃତଦେହ। ଏହି ଅଭାବନୀୟ ଘଟଣାଟି ଚନ୍ଦ୍ରଶେଖରପର ଥାନା ଅଞ୍ଚଳରେ ଘଟିଛି। ଖବର ପାଇବା ପରେ ସଙ୍ଗେ…