Day: 17 July 2025

ଜ୍ୟୋତି ପ୍ରକାଶ ଏବେ ଅଲୋଡ଼ା; ସରକାର କୌଣସି ସହାୟତା କରିନଥିବା ବାପାଙ୍କ ଅଭିଯୋଗ

ବାଲେଶ୍ବରରେ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିବା ଜ୍ୟୋତି ପ୍ରକାଶ ବିଶ୍ବାଳକୁ ସମସ୍ତେ ଭୁଲିଯାଇଛନ୍ତି। ଘଟଣା ଦିନ ଛାତ୍ରୀ ଜଣକ ଆତ୍ମାହୁତି ଦେବା ବେଳେ ଜଳୁଥିବା କାରଣରୁ ଅନେକ…

ସମ୍ୱଲପୁରରେ ଛାତ୍ରଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ

ବାଲେଶ୍ୱର ପରେ ଏବେ ସମ୍ୱଲପୁରରେ ଦେଖିବାକୁ ମିଳିଛି ଛାତ୍ରୀ ନିର୍ଯ୍ଯାତନା ମାମଲା । ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯ୍ଯାତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ । ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ଗିରଫ ।…

ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଜାରି ହେଲା ଗାଇଡଲାଇନ୍‌

ବାଲେଶ୍ବର ଘଟଣା ପରେ ତତ୍ପର ହେଲା ଗଣଶିକ୍ଷା ବିଭାଗ ।ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଜାରି ହେଲା ଗାଇଡଲାଇନ୍‌ । ସଠିକ ଭାବେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠନ ନିର୍ଦ୍ଦେଶ ଦିଆଯାଇଛି । କର୍ମସ୍ଥଳୀରେ ମହିଳାଙ୍କ…

ଆଜିଠୁ ଦୁଇ ଦିନିଆ ଜାତୀୟ ସୁଶାସନ କର୍ମଶାଳା

ଆଜିଠୁ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସୁଶାସନ କର୍ମଶାଳା। ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ। ଓଡ଼ିଶା ସୁ-ଶାସନର ମଡେଲ ଦେଖିବ ସାରା ଦେଶ। କର୍ମଶାଳାକୁ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

ରାଜଧାନୀରେ କଂଗ୍ରେସର ଗର୍ଜନ; ଲୋୟର ପି ଏମ୍ ଜି ଛକ ପାଲଟିଲା ରଣକ୍ଷେତ୍ର

ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଆଜି ଓଡ଼ିଶାରେ ବଡ଼ ବନ୍ଦ ଡାକରା ଦେଇଛି । ତେବେ ରାଜ୍ୟରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ…

ରବର ବୁଲେଟ୍‌କୁ ନେଇ ନବୀନଙ୍କ ମିଥ୍ୟା ନ୍ୟାରେଟିଭ କାହିଁକି ?

ଏଫ୍‌ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । କିଛି ବିଜଦ କର୍ମୀ ଏବଂ କିଛି ପୁଲିସ ଆହତ ହୋଇଛନ୍ତି । ଆଉ…

ଓଡ଼ିଶା ବନ୍ଦ; ହେଲ୍‌ପ ଲାଇନ ନମ୍ବର ଜାରି କଲା କମିଶନରେଟ୍ ପୋଲିସ

ଓଡ଼ିଶା ବନ୍ଦ ଯୋଗୁଁ ରାଜ୍ୟରେ ଯାତାୟାତ ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଥିବାବେଳେ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଛି । ଲୋକଙ୍କ ସମୟକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ହେଲ୍‌ପ ଲାଇନ ନମ୍ବର ଜାରି କରିଛି । କୌଣସି ଅସୁବିଧାର…

ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ତଥ୍ୟ ରଖିଲେ ଅପରାଜିତା ଷଡ଼ଙ୍ଗୀ

ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ଗତକାଲି ବିଜେଡି ର ବାଲେଶ୍ୱର ବନ୍ଦ ସହ ଲୋକସେବା ଭବନ ଘେରାଉ ପରେ ଆଜି କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ନେଇ ପ୍ରତିକ୍ରିୟା ରହିଛି ବିଜେପି । ଭୁବନେଶ୍ୱର…

କଂଗ୍ରେସର ଓଡିଶା ବନ୍ଦ; ଜାଣନ୍ତୁ, କେଉଁଠି କେମିତି ପ୍ରଭାବ

ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ବନ୍ଦ ପାଳନ କରାଯାଉଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ…

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ରାଜଧାନୀରେ କଂଗ୍ରେସର ବାଇକ୍ ରାଲି

ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ବିରୋଧ କରି ନ୍ୟାୟ ଦାବିରେ କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀରେ କଂଗ୍ରେସ କର୍ମୀମାନେ ବାଇକ ରାଲି କରିଥିବା…