ତାଜା ଖବର ରାଜ୍ୟ ବାଲେଶ୍ଵର ଛାତ୍ରୀଙ୍କ ଘଟଣା: ଏମ୍ସରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ July 14, 2025 Papirani କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭୁବନେଶ୍ୱର ଏମ୍ସ ଗସ୍ତ କରିଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ଏଫ୍.ଏମ୍. କଲେଜ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି । ପୀଡ଼ିତାଙ୍କ ଆଶୁ ଆରୋଗ୍ୟ…
ତାଜା ଖବର ରାଜ୍ୟ ଆଜି ବି ଜଟିଳ ରହିଛି ବାଲେଶ୍ବର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା July 14, 2025 Papirani ବାଲେଶ୍ୱର ଫକୀର ମୋହନ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା କାଲି ପରି ଆଜି ବି ଜଟିଳ ରହିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ବର ଏମ୍ସ ଅଧୀକ୍ଷକ ଦିଲୀପ ପରିଡ଼ା । ସେ…
ରାଜନୀତି ରାଜ୍ୟ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଦିଲ୍ଲୀରୁ ପ୍ରେସମିଟ୍ କରି ବର୍ଷିଲା ମହିଳା କଂଗ୍ରେସ July 14, 2025 Nirvay ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଆଜି ଦିଲ୍ଲୀରୁ ପ୍ରେସମିଟ୍ କରି ବର୍ଷିଲେ ମହିଳା କଂଗ୍ରେସ ସଭାନେତ୍ରୀ । ଦିଲ୍ଲୀର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିଫଳତାକୁ…
ରାଜ୍ୟ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର; ବୋଲ ବମ ଧ୍ୱନିରେ କମ୍ପୁଛି ଶୈବପୀଠ July 14, 2025 Nirvay ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ବୋଲ ବମ ଧ୍ୱନିରେ କମ୍ପୁଛି ସମସ୍ତ ଶିବ…
ରାଜ୍ୟ କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା: ଏମ୍ସରେ ଚାଲିଛି ପୀଡ଼ିତାଙ୍କ ଡାଏଲିସିସ୍ July 14, 2025 Nirvay ଭୁବନେଶ୍ୱର ଏମ୍ସରେ ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍ରେ ଚାଲିଛି ଆତ୍ମହୁତି ଉଦ୍ୟମ କରିଥିବା କଲେଜ ଛାତ୍ରୀଙ୍କ ଚିକିତ୍ସା । ଛାତ୍ରୀଙ୍କ କିଡନୀ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଡାଏଲିସିସ୍ କରାଯାଉଛି । ପୀତିଡାଙ୍କ ଚିକିତ୍ସା ପାଇଁ ୮ ଜଣିଆ ଡାକ୍ତରୀ ଦଳ…
ରାଜ୍ୟ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଓ ଆତ୍ମାହୁତି ଉଦ୍ୟମର ପ୍ରଚ୍ଛଦପଟ କାହାଣୀ July 14, 2025 Papirani ଫକୀର ମୋହନ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଦେବା ପଛରେ ବିଇଡି ବିଭାଗ ଏଚ୍.ଓଡି ସମୀର ସାହୁଙ୍କ ଉଦ୍ଦେଶ୍ୟ କ’ଣ ଥିଲା ? ବିଇଡି ବିଭାଗରେ ଶତାଧିକ ଛାତ୍ରଛାତ୍ରୀ ପଢୁଥିବାବେଳେ ପୀଡ଼ିତା ଜଣକ କାହିଁକି ଏଚ୍ଓଡିଙ୍କ ନିର୍ଯାତନାର ଶିକାର ହେଲେ । ବିଶ୍ୱସ୍ତ…
ରାଜ୍ୟ ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି; ରାଜଧାନୀରେ ଜାରି ହେଲା ଟ୍ରାଫିକ କଟକଣା July 14, 2025 Nirvay ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସମୟ ଅନୁସାରେ କମିଶନରେଟ୍ ପୋଲିସ ତରଫରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦…