Day: 10 July 2025

ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ: ଯୋଗାଣ ମନ୍ତ୍ରୀ

ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ। ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ଚଳିତ ମାସରୁ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତି ନେଇଛନ୍ତି ସରକାର। ଏ ନେଇ ଆଜି…

ବିଜେଡି ଛାଡ଼ି ପୁଣି କଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ପୁଣି କଂଗ୍ରେସକୁ ଫେରିଲେ । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା ବିଶ୍ବାଳ । ୨୦୧୯ରେ…

ଆଜି ସୁଦ୍ଧା ଡ୍ରାଇଭର୍‌ଙ୍କ ସମସ୍ୟା ହେବ ସମାଧାନ: ଯୋଗାଣ ମନ୍ତ୍ରୀ

ତିନି ଦିନ ହେଲାଣି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଡ୍ରାଇଭର ମହାସଂଘ । ୭ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଗମନାଗମନ ସହିତ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଉପରେ ପ୍ରଭାବ ପଡ଼ିଛି । ଅନ୍ୟପକ୍ଷରେ…

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଦୁଇ ମୋହନଙ୍କ ପାଇଁ ଅଗ୍ନି ପରୀକ୍ଷା

ନବ ନିର୍ବାଚିତ ଭାଜପା ସଭାପତି ମନମୋହନ ସାମଲ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ସଂକେତ ଦେଇଛନ୍ତି । ବର୍ଷ ପୂର୍ତି ଉପଲକ୍ଷେ ବରିଷ୍ଠ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ ସମାନ ସଂକେତ ଦେଇଥିଲେ । ଯେତେବେଳେ ମୋହନ…

ନିର୍ଭୟ ପ୍ରଭାବ; ସ୍ମାର୍ଟ ସ୍କୁଲରୁ ନବୀନ ଟ୍ୟାବ୍ ଫେରାଇନେଲେ ଅଧିକାରୀ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଟାବ୍‌ଲେଟ୍ ମଙ୍ଗଳବାର ଦିନ କରଞ୍ଜିଆ ଶିକ୍ଷା ଅଧିକାରୀ କରଞ୍ଜିଆ ବ୍ଲକ୍ ଏବଂ ଏନ୍ଏସି ଅଧୀନରେ ଥିବା ୫ଟି ସ୍ମାର୍ଟ ଉଚ୍ଚ ବିଦ୍ୟାଳୟକୁ ପ୍ରଦାନ କରିଥିଲେ । କେରକେରା ସରକାରୀ ଉଚ୍ଚବିଦ୍ୟାଳୟ ଖଜୁରୀସାଗର ସରକାରୀ…

ଟଳିଲା ପେଟ୍ରୋଲ୍ ପମ୍ପ୍‌ରେ ତେଲ ସଙ୍କଟ ଆଶଙ୍କା

ପେଟ୍ରୋଲ୍ ପମ୍ପ୍‌ରେ ତେଲ ସଙ୍କଟ ଆଶଙ୍କା ଟଳିଲା । ପେଟ୍ରୋଲ ସରିଯିବା ନେଇ ଆଶଙ୍କା ଥିବା ବେଳେ ଏହାକୁ ନେଇ ସୂଚନା ଦେଇଛନ୍ତି ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ସେ କହିଛନ୍ତି ପେଟ୍ରୋଲ ମହଜୁଦ ରହିଛି…

ଦିଲ୍ଲୀ-ଏନ୍‌ସିଆରରେ ଶକ୍ତିଶାଳୀ ଭୂମିକମ୍ପ ଝଟକା

ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ।ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା । ଆଜି ସକାଳ ୯ଟା ୪ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ ଭୟରେ ଘରୁ ବାହାରକୁ ପଳାଇ…