Day: 10 July 2025

ଜେଲ୍‌ ଗଲେ ଏମ୍‌ସିଏଲ୍ ଚିଫ୍ ମ୍ୟାନେଜର ଅଖିଳେଶ ବର୍ମା

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ର ଚିଫ୍ ଜେନେରାଲ ମ୍ୟାନେଜର ଅଖିଳେଶ ବର୍ମା ଲାଞ୍ଚ ନେଲା ବେଳେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ହାତରେ ବୁଧବାର ଦିନ ରାତିରେ ଧରା ପଡ଼ିଥିଲେ । କ୍ଷତିପୂରଣ ରାଶି ରିଲିଜ୍ କରାଇ ଦେବାକୁ ୨୦…

୧୨ ତାରିଖରେ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ

ଆସନ୍ତା ୧୨ ତାରିଖରେ ମୁମ୍ବାଇରୁ ଓଡ଼ିଶା ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଆଜି ଏହି ସୂଚନା ଦେଇଛନ୍ତି । ସର୍ଭାଇକାଲ ଆର୍ଥ୍ରାଇଟିସ ଅସ୍ତ୍ରୋପଚାର…

ଆଇଏଏସ୍ ମନୋଜ ମହାନ୍ତି ହେଲେ ଓପିଏସସି ସଦସ୍ୟ

ଅବସରପ୍ରାପ୍ତ ଆଇଏଏସ୍ ମନୋଜ କୁମାର ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ସଦସ୍ୟ ଭାବେ ନିଯୁକ୍ତ । ୬ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

କାର୍‌ ଭିତରୁ ମିଳିଲା ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା

ଅବକାରୀ ଟିମ୍ ହାତରେ ଗଞ୍ଜେଇ ବଦଳରେ ଲାଗିଛି ବିପୁଳ ପରିମାଣରେ ରୁପା ଇଟା । କାର୍‌ ଭିତରୁ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରୁପା ଜବତ । ସମ୍ବଲପୁର ଅବକାରୀ ଟିମ୍ ରେଙ୍ଗାଲି ତହସିଲ ଅଫିସ୍‌ ଛକ ନିକଟରେ ଏକ କାରରୁ…

ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ତାତିଲା ବିଜୁ ମହିଳା ଜନତା ଦଳ

ରାଜଧାନୀରେ ବିଜୁ ମହିଳା ଜନତା ଦଳର ଗର୍ଜନ। ବିଜେଡି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଛି ବିଜୁ ମହିଳା ଜନତା ଦଳ । ଗିରଫ ଦାବି ନେଇ ମହିଳା…

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଓଲିଉଡ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଗିରଫ । କମିଶନରେଟ ପୁଲିସ ଅନ୍ତର୍ଗତ ବଡ଼ଗଡ଼ ଥାନା ପୁଲିସ ପାର୍ଥସାରଥୀଙ୍କୁ ଗିରଫ କରିଛି । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। NBW ଆଧାରରେ ଏକାଧିକ ମାମଲାରେ ତାଙ୍କୁ ପୋଲିସ୍ ଗିରଫ କରିଛି।…

ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ: ଯୋଗାଣ ମନ୍ତ୍ରୀ

ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ। ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ଚଳିତ ମାସରୁ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତି ନେଇଛନ୍ତି ସରକାର। ଏ ନେଇ ଆଜି…

ବିଜେଡି ଛାଡ଼ି ପୁଣି କଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ପୁଣି କଂଗ୍ରେସକୁ ଫେରିଲେ । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ସୁନୀତା ବିଶ୍ବାଳ । ୨୦୧୯ରେ…

ଆଜି ସୁଦ୍ଧା ଡ୍ରାଇଭର୍‌ଙ୍କ ସମସ୍ୟା ହେବ ସମାଧାନ: ଯୋଗାଣ ମନ୍ତ୍ରୀ

ତିନି ଦିନ ହେଲାଣି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଡ୍ରାଇଭର ମହାସଂଘ । ୭ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଗମନାଗମନ ସହିତ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଉପରେ ପ୍ରଭାବ ପଡ଼ିଛି । ଅନ୍ୟପକ୍ଷରେ…

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଦୁଇ ମୋହନଙ୍କ ପାଇଁ ଅଗ୍ନି ପରୀକ୍ଷା

ନବ ନିର୍ବାଚିତ ଭାଜପା ସଭାପତି ମନମୋହନ ସାମଲ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ସଂକେତ ଦେଇଛନ୍ତି । ବର୍ଷ ପୂର୍ତି ଉପଲକ୍ଷେ ବରିଷ୍ଠ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଧ୍ୟ ସମାନ ସଂକେତ ଦେଇଥିଲେ । ଯେତେବେଳେ ମୋହନ…