ତାଜା ଖବର ରାଜ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା May 1, 2025 Papirani ତିନି ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ । ମେ ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ତିନି ମାସ ଧରି ବନ୍ଦ ରହିବ ଭିତରକନିକା । ବର୍ତମାନ କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଚାଲିଥିବା…
ତାଜା ଖବର ଦେଶ ପ୍ରସିଦ୍ଧ ପାକ୍ ଅଭିନେତା ଓ ଅଭିନେତ୍ରୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ୟାନ୍ May 1, 2025 Papirani ପହଲଗାମ ଆକ୍ରମଣର ପରେ ଭାରତ ଆଉ ପାକିସ୍ତାନ ମଧ୍ୟରେ ଉତେଚ୍ଚନ ବଢ଼ିବାରେ ଲାଗିଛି । ଭାରତ ସରକାର ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ପ୍ରହାର କରି ଚାଲିଛନ୍ତି । ପାକିସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରୁଛି ଭାରତ ।ପାକିସ୍ତାନକୁ ଭାରତର…
ତାଜା ଖବର ରାଜ୍ୟ ଆଜି ରାଜ୍ୟକୁ କାଳବୈଶାଖୀ ବର୍ଷା ନେଇ ଚେତାବନୀ; ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି May 1, 2025 Papirani କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ତାତିରୁ ମିଳିଛି ଆଶ୍ୱସ୍ତି । ଆଜି ରାଜ୍ୟକୁ କାଳବୈଶାଖୀ ବର୍ଷା ନେଇ ଚେତାବନୀ। ୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ପାଇଁ ସମ୍ପୂର୍ଣ୍ଣ…
ତାଜା ଖବର ରାଜ୍ୟ କ୍ଲାସ ରୁମ୍ରୁ ୨୦ ଫୁଟର ଅହିରାଜ ଉଦ୍ଧାର May 1, 2025 Papirani ଗଜପତି ଜିଲ୍ଲାର ରାୟଗଡ଼ ଏସ୍ଏସଡି ବିଦ୍ୟାଳୟ ଶ୍ରେଣୀଗୃହରୁ ୨୦ ଫୁଟର ଅହିରାଜକୁ ଉଦ୍ଧାର କରାଯାଇଛି । ଗତକାଲି ଖବର ପାଇ ରାତିରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ପହଞ୍ଚି ବହୁ ଚେଷ୍ଟା ଓ ସମୟ ପରେ ସାପକୁ ଉଦ୍ଧାର କରିଛନ୍ତି । ଗତକାଲି…