Month: December 2024

ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଏକାଧିକ ଲୋକ ଆହତ

ଭୁବନେଶ୍ୱର ଜାଭିଅର ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପଛକୁ ପଛ ପିଟି ହୋଇଛି କାର୍‌-ଭ୍ୟାନ୍‌-ଅଟୋ । ଏଥିରେ ୭ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସେଥିରେ ଜଣେ ଶିଶୁ ଥିବା…

ସୁଚେତା ପ୍ରିୟଦର୍ଶିନୀ ହେଲେ ଓଡ଼ିଶା ସୂଚନା ସେବା ସଂଘର ସଭାପତି, ପଠାଣି ରାଉତ ସାଧାରଣ ସଂପାଦକ

ଓଡ଼ିଶା ସୂଚନା ସେବା ସଂଘର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଓଡ଼ିଶା ସୂଚନା ସେବା ସଂଘର କ୍ୟାଡ଼ରକୁ ସୁଦୃଢ଼ କରାଯିବା ସହ ଜିଲ୍ଲାସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ଯେଭଳି ଦକ୍ଷତାର ସହିତ ସେମାନଙ୍କର…

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ୩୦ ତାରିଖ ସୁଦ୍ଧା ସରିବ ଆକଳନ

ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କରେ…

ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ; ବିଲକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ

ଅମଳ ସମୟରେ ଦାଉ ସାଧିଛି ଅଦିନିଆ ବର୍ଷା । ବର୍ଷକର ଅମଳ ଫସଲ ଆଖି ଆଗରେ ଗଜା ହୋଇ ନଷ୍ଟ ହୋଇଯିବାକୁ ବସିଛି । ସରକାରୀ ସହାୟତା ପାଇଁ ଚାଷୀ ଆକୁଳ ନିବେଦନ କରିଛନ୍ତି । ଏମିତି ସ୍ଥିତିରେ ଆସନ୍ତା ଡିସେମ୍ବର…

ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ; ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ୱାଡ୍

ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ । ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ହେବ ସହଜ । ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ୱାଡ୍ । ରାଜ୍ୟ ପୋଲିସର ଡଗ୍ ସ୍କ୍ୱାଡ୍ K-୯ ର ୧୦ଟି କୁକୁରଙ୍କୁ ସ୍ୱତନ୍ତ୍ର…

ରାଜଧାନୀରେ ମାତିଛନ୍ତି ଭଣ୍ଡ ବାବା; ପୋଲିସ ଜିମା ଦେଲେ ଲୋକେ

ଶନିବାର ସକାଳୁ ଭୁବନେଶ୍ୱର, ମୈତ୍ରୀବିହାର ଅଞ୍ଚଳରେ ୪ ଜଣ ବ୍ୟକ୍ତି ବାବା ବେଶରେ ଘର ଘର ବୁଲି ଭିକ୍ଷା ମାଗୁଥିଲେ । ତେବେ ସେମାନଙ୍କ ବେଶ ପୋଷାକ,କଥାବାର୍ତ୍ତା ଓ ଚାଲିଚଳନରୁ ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ ।…

ପଞ୍ଚଭୂତରେ ବିଲୀନ ଡଃ ମନମୋହନ ସିଂ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଶନିବାର ଦିନ ଦିଲ୍ଲୀର ନିଗମବୋଧ ଘାଟରେ ଶୋକାକୂଳ ପରିବେଶରେ ଶନିବାର ମଧ୍ୟାହ୍ନରେ ସମ୍ପନ୍ନ ହୋଇଛି । ୩ ସେନାଙ୍କ ପକ୍ଷରୁ ମନମୋହନଙ୍କୁ ସଲାମି ଦିଆଯାଇଥିଲା…

ହାତାହାତି ପରେ ପ୍ୟାଚ ପକେଇବାକୁ ଚେଷ୍ଟା କଲେ ଦୁଇ ବିଜେଡି ନେତ୍ରୀ

ଗତକାଲି ଶଙ୍ଖଭବନ ହାଇଡ୍ରାମା ଆଜି ନୂଆ ମୋଡ଼ ନେଇଛି । ଶଙ୍ଖ ଭବନରେ ଘଟିଥିବା ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ସକାଳେ କହିଥିଲେ ଯେ ଇପ୍‌ସିତା ଆଉ କିଛି ଦଳୀୟ ବନ୍ଧୁଙ୍କ…

ଦରଦାମ ବୃଦ୍ଧି ବିରୋଧରେ ଜାନୁଆରୀ ୬ ତାରିଖରେ ଗଣବିକ୍ଷୋଭକୁ ସଫଳ କରିବା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତା ଜାନୁଆରୀ ୬ ତାରିଖରେ ହେବାକୁ ଥିବା ଗଣବିକ୍ଷୋଭକୁ ସଫଳ କରିବା ପାଇଁ ଆଜି ଶଙ୍ଖ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।…

ଗଠନ ହେଲା ଓଡ଼ିଶା ଲ’ କମିଶନ; ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଲ’ କମିଶନ ଅଧ୍ୟକ୍ଷ

ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଆଜି ୫ ଜଣିଆ ଓଡ଼ିଶା ଲ’ କମିଶନ ଗଠନ କରାଯାଇଛି । ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ଅଛନ୍ତି ୬ ସଦସ୍ୟ । ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ଆଇନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି…