Month: September 2024

ବେଦାନ୍ତ ପରେ ହେଲିକପ୍ଟର ଦୁର୍ନୀତି ମାମଲା; ରାଜ୍ୟପାଳଙ୍କ ମଞ୍ଜୁରୀ ଲୋଡ଼ିଲେ ସାମାଜିକ କର୍ମୀ

ପୁରୀ ଜମି ବିବାଦ ପରେ ପୁଣି ଏକ ବଡ଼ ବିବାଦକୁ ନେଇ ଅଦାଲତୀ ମାମଲାରେ ଛନ୍ଦି ହେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ହେଲିକପ୍ଟର ଦୁର୍ନୀତି ପାଇଁ ରାଜ୍ୟପାଳ ରଘୁବର ଦାସଙ୍କ…

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏସ୍‌ଏମ୍‌ଏସ୍‌-୧ ୟୁନିଟ୍‌ରେ ବିସ୍ଫୋରଣରେ ୫ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ୫ ଶ୍ରମିକଙ୍କ ମଧ୍ୟରେ…

ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀ ଆରମ୍ଭ

ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ସମ୍ମିଳନୀର ଦ୍ବିତୀୟ ଦିନ । ଆଜି ସମ୍ମିଳନୀରେ ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ବୈଠକ ଆରମ୍ଭ। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ୫ ଜିଲ୍ଲାର ଏସ୍‌ପି…

ଆଜିଠୁ ନର୍ସିଂ ଅଫିସରଙ୍କ ଅହୋରାତ୍ର ଆନ୍ଦୋଳନ

ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆଜିଠୁ ଦଶ ଦଫା ଦାବି ପୂରଣ ନେଇ ଅହୋରାତ୍ର ଧାରଣାକୁ ଓହ୍ଲାଯାଉଛି । ଆଜିଠାରୁ ରାଜ୍ୟବ୍ୟାପୀ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶାର ସମସ୍ତ ନର୍ସିଂ କର୍ମଚାରୀ। ପୂର୍ବରୁ ନର୍ସିଂ କର୍ମଚାରୀମାନେ ୨ଦିନ ଜରୁରିକାଳୀନ…

ଓଡ଼ିଶାରେ ଶିକ୍ଷକଙ୍କ ନିଯୁକ୍ତି କେବଳ ଶିକ୍ଷାବିତ୍‌ ହିଁ କରିବେ: ସୂର୍ଯ୍ୟବଂଶୀ ସୂରଜ

ଉଚ୍ଚଶିକ୍ଷା କ୍ଷେତ୍ରରେ ପୂର୍ବ ସରକାରଙ୍କ ଦ୍ୱାରା ଅଣାଯାଇଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ -୨୦୨୦ରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ…

ଓଡ଼ିଶାରେ ପ୍ରତିଷ୍ଠା ହେବ ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିଭର୍ସିଟିର କ୍ୟାମ୍ପସ

ଓଡିଶାରେ ‘ନ୍ୟାସନାଲ ଫରେନ୍ସିକ ସାଇନ୍ସ ୟୁନିଭର୍ସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ ବିଶ୍ବବିଦ୍ୟାଳୟର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ସୋସିଆଲ ମିଡିଆ ପୋଷ୍ଟରୁ ଉତ୍ତେଜନା; ଆକ୍ରମଣରେ ୨ ପୋଲିସ ଅଧିକାରୀ ଆହତ

ଭଦ୍ରକ ପୁରୁଣାବଜାର ଥାନା ସନ୍ଥିଆ ନିକଟରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ମହମ୍ମଦଙ୍କ ବିରୋଧରେ ଏକ ପୋଷ୍ଟକୁ ନେଇ ପୂର୍ଣ୍ଣବଜାରର ମୁସଲିମ ଯୁବଗୋଷ୍ଠୀ ରାସ୍ତା ଅବରୋଧ କରିଥିଲେ। ଏଥିସହ ସେମାନେ ଦୋଷୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା…

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ବାର୍ଷିକୋତ୍ସବ; ବିକାଶ କ୍ଷେତ୍ରରେ ପାତରଅନ୍ତରକୁ ବରଦାସ୍ତ କରାଯିବନି

ଦକ୍ଷିଣ ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ଆଜକୁ ୨୦ବର୍ଷ ହେଲା ଏକମାତ୍ର ପଞ୍ଜିକୃତ ସଂଗଠନ ‘ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ’ ତୃଣମୂଳସ୍ତରରୁ ରାଜଧାନୀ ଭୁବନେଶ୍ୱର ଯାଏଁ ୭ ଜିଲ୍ଲା ପାଇଁ କାର୍ଯ୍ୟ କରିଆସୁଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି…

ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡି ସୁପ୍ରିମୋଙ୍କ ଆହ୍ୱାନ

ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି । ଏ ସରକାର ଶହେ ଦିନ ପୂରଣ କରିସାରିଲାଣି । କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା…