ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଖାଲି ପଡିଛି ୩୦ ହଜାରରୁ ଅଧିକ ଶିକ୍ଷକ ପଦବୀ September 6, 2024 Papirani ରାଜ୍ୟରେ ବେକାରୀ ଓ ବେରୋଜଗାରୀ ସହିତ ଦାଦନ ପ୍ରମୁଖ ସମସ୍ୟା ରହିଛି । ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ନଥିବା ବେଳେ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଯୁବକ ଯୁବତୀ ।ଆଜି ବିଧାସଭାର ଗୃହରେ ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନରେ ଉତ୍ତରରେ ଗଣଶିକ୍ଷା…
ତାଜା ଖବର ରାଜନୀତି ରାଜ୍ୟ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ୍ଙ୍କ ନାଁରେ ଦୁର୍ନୀତି ଅଭିଯୋଗ September 6, 2024 Papirani ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ମୋ ସ୍କୁଲ ଓ ଝୋଟ ବ୍ୟାଗ ବଣ୍ଟନରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ । ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାସ୍…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ଯୋଗଦେଲେ ସୁଜିତ କୁମାର September 6, 2024 Papirani ପଦ୍ମ ଧରିଲେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି ସୁଜିତ କୁମାର । ଏହି ଅବସରରେ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ…
ତାଜା ଖବର ରାଜନୀତି ରାଜ୍ୟ ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ September 6, 2024 Papirani ଭଦ୍ରକରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସଟାଇଲ ପାର୍କ । ଆଜି ବିଧାନସଭା ଗୃହରେ ଏହି ସଂପର୍କରେ ସୂଚନା ଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଭଦ୍ରକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବ ସହ ପାରାଦୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା; ବିଜେଡିରୁ ବହିଷ୍କୃତ September 6, 2024 Nirvay ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ବିଜେଡିକୁ ଶକ୍ତ ଝଟକା ଲାଗିଛି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଇଛନ୍ତି । କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ରାଜ୍ୟସଭାରୁ ଇସ୍ତଫା…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାରେ ରେଭେନ୍ସା ତାତି; ବିଜେଡିର ହଟ୍ଟଗୋଳ September 6, 2024 Nirvay ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସଙ୍ଗ ନେଇ ଆଜି ବିଧାନସଭାରେ ବିଜେଡି ହଟ୍ଟଗୋଳ କରିଛି । ଏହି ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଛି ବିଜେଡି। ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇ ନିଜର ସୁରକ୍ଷା ଦାବି କରିଛନ୍ତି…
ତାଜା ଖବର ରାଜ୍ୟ କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ଉ September 6, 2024 Nirvay ଭିଜିଲାନ୍ସ ଜାଲରେ କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। କେନ୍ଦୁଝର ଅଫିସ, ବାସଭବନ, ଭଦ୍ରକସ୍ଥିତ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀ ସାଗରସ୍ଥିତ…
ତାଜା ଖବର ଦେଶ ସିବିଆଇ ପରେ ସନ୍ଦୀପ ଘୋଷଙ୍କ ଘରେ ଇଡି ଚଢ଼ଉ September 6, 2024 Nirvay ସିବିଆଇ ପରେ ଏବେ ସନ୍ଦୀପ ଘୋଷଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ମନି ଲଣ୍ଡ୍ରିଂ ମାମଲାରେ ସନ୍ଦୀପ ଘୋଷଙ୍କ ଘରେ ଇଡି ଚଢ଼ଉ କରିଛି। କିଛିଦିନ ତଳେ ଅର୍ଥନୈତିକ ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ସିବିଆଇ ଗିରଫ କରିଥିଲା। ଆରଜି…
ତାଜା ଖବର ରାଜନୀତି ରାଜ୍ୟ ରେଭେନ୍ସା ପ୍ରସଙ୍ଗ; ଦଳୀୟ ନେତାଙ୍କ ବିରୋଧରେ ମିଥ୍ୟା ଏତଲାକୁ ନିନ୍ଦା କଲା ବିଜେଡି September 6, 2024 Nirvay ରେଭେନ୍ସା ବିଶ୍ୱବିଦ୍ୟାଳୟରେ ହୋଇଥିବା ବିକ୍ଷୋଭକୁ ନେଇ ଦଳର ସମ୍ମାନିତ ନେତା ବ୍ୟୋମକେଶ ରାୟ, ବିଧାୟକ ଡ. ଲେନିନ ମହାନ୍ତି ଓ ଛାତ୍ର ନେତା ଆକ୍ରମ ଖାଁଙ୍କ ବିରୋଧରେ କରାଯାଇଥିବା ଏତଲା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ବିଜୁ ଜନତା ଦଳ…
ତାଜା ଖବର ରାଜ୍ୟ ‘ନିନାଦ’; ଦିବ୍ୟାଙ୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ସମାଜର ଦାୟିତ୍ବ September 6, 2024 Nirvay ଦିବ୍ୟାଙ୍ଗମାନେ ଆମଠାରୁ ଅଧିକ କରି ଦେଖାଉଛନ୍ତି। ଭଗବାନଙ୍କର ସେମାନଙ୍କ ଉପରେ ସ୍ବତନ୍ତ୍ର ଆଶୀର୍ବାଦ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଭିନ୍ନକ୍ଷମ କଳାକାରଙ୍କ ଦ୍ବାରା ପରିବେଶିତ ସଂଗୀତ…