Day: 30 September 2024

ଦୁର୍ଗାପୂଜାରେ ଡିଜେ ଫାୟାର ଗନ୍‌ ମନା

କଟକରେ ପାର୍ବଣକୁ ସୁରକ୍ଷିତ କରିବାକୁ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏବେ ଜିଲ୍ଲାପାଳ ଡିଜେ ଫାୟାର ଗନ୍‌ ବ୍ୟବହାରକୁ ମନା କରିଛନ୍ତି। ନଭେମ୍ବର ୨୬ ପର୍ଯ୍ୟନ୍ତ ଡିଜେ, ଏଲ୍‌ଇଡି ଲାଇଟ୍‌, ଫାୟାର ଗନ୍‌ ମନା କରାଯାଇଛି। ପୂଜା ପେଣ୍ଡାଲ, ଭସାଣ…

ଦବଙ୍ଗଗିରି କରି ରାଜନଗର ଥାନା ଏଏସଆଇ ନିଲମ୍ବିତ

ଭରତପୁର ଥାନା ବିବାଦ ଥମି ନଥିବା ବେଳେ ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଂଚଳରେ ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ଏଏସଆଇ ନରେନ୍ଦ୍ର ସିଂ ନିଲମ୍ବିତ ହୋଇଛନ୍ତି। ଅଭିଯୋଗ ଆଧାରରେ ଏଏସଆଇଙ୍କ ନାଁରେ…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଅନ୍ୟମାନଙ୍କ ବିରୋଧରେ ମଇସୁର ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ମାମଲା ରୁଜୁ କରିଛି। ଫେଡେରାଲ ଏଜେନ୍ସି ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ (ଇସିଆଇଆର)…

ସାଇବର୍ କାଫେରେ ଆରଆଇ ପରୀକ୍ଷାକୁ ନେଇ ବିବାଦ

ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଓଏସ୍ଏସ୍ଏସସି ଦ୍ୱାରା ପରିଚାଳିତ ରାଜସ୍ବ ନିରୀକ୍ଷକ (ଆରଆଇ), ଆଇସିଡିଏସ୍ ସୁପରଭାଇଜର, ଏଆରଆଇ, ଅମିନ ଓ ଏସ୍ଏଫ୍ଏସ୍ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କେନ୍ଦ୍ର ଥିବା ଭୁବନେଶ୍ୱରର ଏକ ସାଇବର କାଫେରେ ଉତ୍ତେଜନା ପ୍ରକାଶ…

ବାପାଙ୍କ ଠାରୁ ଭିନେ ପୁଅକୁ ମିଳିବ ପକ୍କା ଘର

ବାପାଙ୍କ ଠାରୁ ଭିନେ ହୋଇ ଅଲଗା ପରିବାର କରିଥିବା ପୁଅକୁ ମିଳିବ ପକ୍କା ଘର । ପିଏମ୍ ଆବାସ ଯୋଜନାରେ ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ…

ଭରତପୁର ଥାନା ମାମଲା: ନିଲମ୍ବିତ ୫ ପୋଲିସଙ୍କ ଆଗୁଆ ଜାମିନ ଆବେଦନ

ବହୁଚର୍ଚ୍ଚିତ ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ନିଲମ୍ବିତ ୫ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କଲେ । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା…

ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ: ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

ଭୁବନେଶ୍ବର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ। ବିଜେଡ଼ିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନ ଠାରେ ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭଦ୍ରକ ଜିଲ୍ଲା ସମୀକ୍ଷା ବେଳେ…

ତିରୁପତି ଲଡୁ ବିବାଦ; ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ: ସୁପ୍ରିମକୋର୍ଟ

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡୁ ବିବାଦର ଆଜି ଜଡ଼ିତ ପିଟିସନ୍‌ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମ୍‌କୋର୍ଟଙ୍କ ଏକ ୨ଜଣିଆ ଖଣ୍ଡପୀଠରେ ଆଜି ଏହି ବିବାଦର ଶୁଣାଣି କରାଯାଇଛି। ଏହି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ…

ପିଲାଙ୍କୁ ଛତୁଆ ବଦଳରେ ଦିଆଯିବ ମାଣ୍ଡିଆ !

ରାଜ୍ୟରେ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଛତୁଆ ଅତି…

ଗାଈକୁ ମିଳିଳା ରାଜ୍ୟମାତା ମାନ୍ୟତା 

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କ୍ୟାବିନେଟ ବୈଠକରେ ସରକାର ଗାଈକୁ ରାଜ୍ୟମାତା ମାନ୍ୟତା ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଗୋଚାଲାଣ ମାମଲା ସାମ୍ନାକୁ ଆସୁଥିବା ବେଳେ ମହାରାଷ୍ଟ୍ର ସରକାର ଆଜି ଏହିଭଳି ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ…