Day: 27 September 2024

ଜିଲ୍ଲାପାଳ ସମ୍ମିଳନୀ; ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳଙ୍କୁ ନେଇ ପ୍ରଥମ ଥର ବୈଠକ କରିଛନ୍ତି। ଏହି ଅବସରରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେବା ସହ ଅନିୟମିତତା ହେଉଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି…

ପୂର୍ବ ସରକାରରେ ମୋତେ ଥାନାରେ ଗେଟ୍‌ ଆଉଟ୍‌ କହିଥିଲେ ଆଇଆଇସି: ମୋହନ ମାଝୀ

ବିରୋଧୀ ଦଳ ନେତା ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବ ସରକାରରେ ଥାନାଧିକାରୀ ଅତି କଠୋର ବ୍ୟବହାର କରିଥିଲେ। ବିରୋଧୀ ଦଳ ନେତା ଭାବେ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିବା କହିଲେ। ଆଇଆଇସି ଅଭିଯୋଗ ଶୁଣିବା ପୂର୍ବରୁ…

ଅକ୍ଟୋବରରୁ ରାସନ କାର୍ଡଧାରୀଙ୍କୁ ଚାଉଳ ସହ ଗହମ ମିଳିବ

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଅକ୍ଟୋବରରୁ ଓଡ଼ିଶାର ରାସନ କାର୍ଡଧାରୀଙ୍କୁ ଚାଉଳ ସହ ଗହମ ମିଳିବ। ଏ ନେଇ କେନ୍ଦ୍ର ସରକାର ଓଡ଼ିଶା ସମେତ ୯ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ଚିଠି ଅନୁଯାୟୀ, ମନ୍ତ୍ରୀମାନଙ୍କର ଏକ କମିଟି…

୪୦୦ କୋଟି ଟଙ୍କାର ଅନଲାଇନ ଗେମିଙ୍ଗ; ଠକେଇ କରି ୨ ଓଡ଼ିଆ ଯୁବକ ଗିରଫ

ଅନଲାଇନ ଗେମିଙ୍ଗ ଆପ ଫ୍ରିୱିନ ସହ ଜଡିତ ୪୦୦ କୋଟି ଟଙ୍କାର ଠକେଇର ପର୍ଦ୍ଦାଫାଶ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଛି, ଯେଉଁଥିରେ ଚୀନ ନାଗରିକମାନେ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ମାମଲାରେ ଚୀନ ନାଗରିକଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଦୁଇଜଣ ଓଡ଼ିଆ…

ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏଥିସହ କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ହେବ। ସକାଳୁ ସକାଳୁ ତୁହାକୁତୁହା ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହେବା…

ଧର୍ମେନ୍ଦ୍ର ହେବେ କି ପରବର୍ତ୍ତୀ ଭାଜପା ଅଧ୍ୟକ୍ଷ ?

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡିଶା ଗସ୍ତ ଶେଷ କରି ଫେରି ଯାଇଛନ୍ତି। ଅଧ୍ୟକ୍ଷ ଭାବେ ଏହା ବୋଧହୁଏ ତାଙ୍କର ଶେଷ ଓଡିଶା ଗସ୍ତ। ତାଙ୍କ ଅଧ୍ୟକ୍ଷତା କାଳରେ ଓଡ଼ିଶାରେ ପଦ୍ମ ଫୁଟିଛି। ୨୪ ବର୍ଷର ଶଙ୍ଖ ସରକାର…

ସରୋଗାସୀ ପିତୃତ୍ୱ ଓ ମାତୃତ୍ୱ ଛୁଟି ବ୍ୟବସ୍ଥା କଲେ ରାଜ୍ୟ ସରକାର

ରାଜ୍ୟ ସରକାର ସରୋଗାସୀ ପିତୃତ୍ୱ ଓ ମାତୃତ୍ୱ ଛୁଟି ବ୍ୟବସ୍ଥା କରିଛନ୍ତି। ଅନ୍ୟକୁ ଗର୍ଭ ଉଧାର ଦେଉଥିବା ସରକାରୀ ଚାକିରିଆ ମହିଳାଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ମିଳିବ। ସେହିପରି ପିତା ଯଦି ସରକାରୀ ଚାକିରିଆ ହୋଇଥିବା ନିୟମ ଅନୁସାରେ ତାଙ୍କୁ…