Day: 22 September 2024

ଏତେ ଶୀଘ୍ର ବେଲ୍ ? ଘଣ୍ଟ ଘୋଡ଼ାଉଛି କି ପୋଲିସ!

ଭୁଶୁଡିଛି ରାଜ୍ୟର ଶାସନ କଳ। ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା ପରିସ୍ଥିତି। ନ୍ୟାୟ ବଦଳରେ ମିଳୁଛି ନିର୍ଯାତନା। ଖାକି ପୋଷାକ ପିନ୍ଧି ଲୋକଙ୍କ ସୁରକ୍ଷା ପାଇଁ ଶପଥ ନେଇଥିବା ପୋଲିସ ସେମାନଙ୍କ ପ୍ରତିଜ୍ଞା ଭୁଲି ଯାଇଛନ୍ତି। ଏପରିକି ଦେଶର ସୁରକ୍ଷା ପାଇଁ ସେନାବାହିନୀରେ…

ଭରତପୁର ଥାନା ବିବାଦ; ୨୪ରେ ବିଜେଡିର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା

ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ମାଡ଼ ଘଟଣାରେ ସାରା ରାଜ୍ୟରେ ଉତ୍ତେଜନା ଲାଗି ରହିଛି। ସାହାଯ୍ୟ ପାଇଁ ଯାଇଥିବା ବେଳେ ପୋଲିସର ଏଭଳି ଅମାନୁଷିକ ଓ ବର୍ବର କାଣ୍ଡ ପାଇଁ ଆସନ୍ତା ୨୪ ତାରିଖରେ…

ପୁଣି ରେଳ ଧାରଣାରୁ ମିଳିଲା ଏଲପିଜି ସିଲିଣ୍ଡର

ପୁଣି ଟ୍ରାକ୍‌ରେ ସିଲିଣ୍ଡର୍ ରଖି ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଛି। ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ନିକଟରେ ରବିବାର ସକାଳେ ରେଳ ଧାରଣାରୁ ଏକ ଏଲପିଜି ସିଲିଣ୍ଡର ମିଳିଛି। ମାଲବାହୀ ଟ୍ରେନ୍ ଆଗରେ ସିଲିଣ୍ଡର ଦେଖି ଲୋକୋ…

ଅନୁରା କୁମାରା ଦିଶାନାୟକେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମାର୍କ୍ସବାଦୀ ନେତା ତଥା ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ନେତା ଅନୁରା କୁମାରା ଦିଶାନାୟକେ। ରବିବାର ଭୋଟ୍ ଗଣତି ଚାଲିଥିବା ବେଳେ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ସାଂସଦ ଆଗୁଆ ଥିବା ଜଣାପଡ଼ିଛି। ଶନିବାର ଶ୍ରୀଲଙ୍କାବାସୀ…