Day: 21 September 2024

ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା: ସିନ୍ ରିକ୍ରେଏସନ୍ କଲା ଚନ୍ଦକା ପୋଲିସ

ସେନା ମେଜର ଗୁରବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସହ ସେଦିନ ରାତିରେ କିଭଳି ଉତ୍ପାତ କରିଥିଲେ ରୋଡ୍ ରୋମିଓ । ସେହି ଦିନର ଘଟଣାକୁ ନେଇ ଗିରଫ କରିଥିବା ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରେଏସନ୍ କଲା ଚନ୍ଦକା…

ଭରତପୁର ଘଟଣାରେ ରାଜଭବନ ସାମ୍ନାରେ ମହିଳା ବିଜେଡିର ବିକ୍ଷୋଭ

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଓ ଯୌନ ଉତ୍ପୀଡନକୁ ନେଇ ରାଜ୍ୟଠୁ ଆରମ୍ଭ କରି ସାରା ଦେଶରେ ଚାଲିଛି ହଇଚଇ। ଦୋଷୀଙ୍କ ବିରୋଧରେ ଚାରିଆଡ଼େ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ତୀବ୍ର ଦାବି ହୋଇଛି। ସେଥିମଧ୍ୟରୁ…

ଆଜିଠୁ ରତ୍ନଭଣ୍ଡାର ସର୍ଭେ ପାଇଁ ୩ଦିନ ଦର୍ଶନ ବନ୍ଦ

ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ । ଏହା ୩ ଦିନ ପର୍ଯ୍ୟନ୍ତ ଯଥା ୨୧, ୨୨ ଓ ୨୩ ତାରିଖରେ ହେବ ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି । ଦିନ…

୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜିଠୁ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ ଏବଂ ମିଳିତ ଜାତିସଂଘ ସାଧାରଣ ସଭାରେ ‘ସମିଟ୍‌ ଅଫ୍‌ ଦ ଫ୍ୟୁଚର୍‌’କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ବର ମଙ୍ଗଳ ପାଇଁ…