Day: 19 September 2024

ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟହାର ମାମଲା: ଚିହ୍ନଟ ହେବେ ରୋଡ୍‌ ରୋମିଓ

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାର ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ । ଡିଜିପି କହିଛନ୍ତି ଅଧିକାରୀଙ୍କ ଅଭିଯୋଗ ଆଧାରରେ ମୂଳ ଘଟଣାର ତଦନ୍ତ ହୋଇ ମାମଲା…

ରାହୁଲଙ୍କୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ: ଥାନାରେ ଏତଲା ଦେବେ ରାଜ୍ୟ କଂଗ୍ରେସ କର୍ମୀ

ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଁରେ ବିଜେପି ଓ ତା’ର ସହଯୋଗୀ ଦଳର ନେତାମାନେ ବିବାଦୀୟ ମନ୍ତବ୍ୟ ଅଭିଯୋଗ ଘଟଣାରେ ସାରା ଦେଶରେ କଂଗ୍ରେସର ପ୍ରତିବାଦ ଆରମ୍ଭ ହୋଇଛି । ସେହିପରି ବିବାଦୀୟ ମନ୍ତବ୍ୟ ଅଭିଯୋଗ ବିରୋଧ କରି…

ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା ବଦଳିବ। ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା। ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନବୀକରଣ କାମ ଚାଲିଛି। ଖୁବଶୀଘ୍ର ସରକାରୀ ବାସଭବନକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସିବେ। ଏଜିରୁ ରାଜଭବନ ଭବନ…

ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ଯକୁ ମିଳିଲା ୨୫ କୃଷ୍ଣସାର ମୃଗ

ଦ୍ବିତୀୟ ପର୍ଯ୍ୟାୟରେ ନନ୍ଦନକାନନରୁ ଆସିଛି ୨୫ କୃଷ୍ଣସାର ମୃଗ। ନନ୍ଦନକାନନରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବଢ଼ିବାରୁ ସ୍ଥାନାନ୍ତର ହୋଇଛି। ଜୁନ ୧୮ରେ ୧୦ଟି କୃଷ୍ଣସାର ମୃଗ ସ୍ଥାନାନ୍ତର ହୋଇଥିଲା।

୩୬ ଫୁଟ୍‌ ବୋରୱେଲକୁ ଖସିପଡ଼ିଲା ୨ ବର୍ଷର ଶିଶୁକନ୍ୟା

ରାଜସ୍ଥାନ ଦୌସା ଜିଲ୍ଲା ବନ୍ଦିକୁଇ ଅଞ୍ଚଳରେ ପୁଣି ଏକ ଅଘଟଣ ଘଟିଛି। ୩୬ ଫୁଟ୍‌ ବୋରୱେଲକୁ ୨ ବର୍ଷର ଶିଶୁକନ୍ୟା ଖସିପଡିଛି। ମଙ୍ଗଳବାର ଖେଳୁଥିବା ବେଳେ ବୋରୱେଲରେ ଖସିପଡିଛି। କାଲି ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶିଶୁକୁ ଅକ୍ସିଜେନ…

ନାବାଳିକାର ମୃତଦେହ ଉଦ୍ଧାର; ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍କୁଲ ନିକଟସ୍ଥ ଏକ ଟାୱାରର ପାଚେରୀ ପାଖରୁ ଜନୈକା ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ସକାଳେ ନାବାଳିକା ଜଣଙ୍କ ଶୌଚ ହେବାକୁ ଯାଉଛି କହି ଯାଇଥିଲା। ହେଲେ ଆଉ ଘରକୁ ଫେରିନଥିଲା। ପରିବାର ଲୋକେ…

ସମ୍ବଲପୁରୀ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ

କଳାହାଣ୍ଡି ଜିଲା ଭବାନୀପାଟଣାରେ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ରହିଛି। ତେବେ ସ୍କ୍ରବ୍‌ ଟାଇଫସ୍‌ ନୁହେଁ, ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ…