Day: 11 September 2024

କଂଷ୍ଟ୍ରକ୍ସନ କାମ ଚାଲୁଥିବା ଖସିପଡିଲା କ୍ରେନ; ୫ ଆହତ

କଂଷ୍ଟ୍ରକ୍ସନ କାମ ଚାଲୁଥିବା ଖସିପଡିଲା କ୍ରେନ। ଭୁବନେଶ୍ୱର ୟୁନିଟ୍-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଭୁଶୁଡ଼ିଲା କ୍ରେନ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । କିନ୍ତୁ କାମ କରୁଥିବା ୫ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ 

ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପାଇଁ ସେପ୍ଟେମ୍ବର ୧୭ ତାରିଖ ଦିନ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ସୁଭଦ୍ରା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ…

ବିଧାନସଭା ଆଗରେ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘର ଆନ୍ଦୋଳନ

୬ ମାସ ଦରମା ପାଇନଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘ । ଆଜି ବିଧାନସଭା ଆଗରେ ଆନ୍ଦୋଳନ ପାଇଁ ଏକାଠି ହୋଇଛନ୍ତି ବିଭିନ୍ନ ଜିଲ୍ଲାର ହଜାର ହଜାର ମହିଳା । ବକେୟା ଦରମା ସହ ଗୋଷ୍ଠୀ ସହାୟିକା…

ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ

ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ । ଆଜି ବିଧାନସଭା ଗୃହରେ ରଣେନ୍ଦ୍ର ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ଖାଉଟି କଲ୍ୟାଣ ମନ୍ତ୍ରୀ ଏହି ଭଳି କହିଛନ୍ତି । ସେ କହିଛନ୍ତି ଗ୍ରାହକଙ୍କୁ ଠକିଥିବା ଅଭିଯୋଗରେ ୫ ମାସରେ…

ରାଜ୍ୟରେ କୁକୁରଙ୍କ ପାଇଁ ଶ୍ମଶାନ ତିଆରି କରିବେ ସରକାର !

ରାଜ୍ୟର ପ୍ରମୁଖ ସହରରେ କୁକୁର ପାଇଁ ଶ୍ମଶାନ ତିଆରି କରିବେ ରାଜ୍ୟ ସରକାର। ଆଜି ବିଧାନସଭା ଗୃହରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଟ୍ବିନ୍‌ ସିଟି ସହ କିଛି ପ୍ରମୁଖ…

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି। ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏହା କହିଛନ୍ତି। ଜିଲ୍ଲାସ୍ତରୀୟ କମିଟି ନିୟମିତ…

ରାଜ୍ୟରେ ଦୁଇଶହ ଗୋଶାଳା ହେବ

ଓଡ଼ିଶାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଅନେକ ଗୋପାଲରେନ କରି ଜୀବିକା ନିର୍ବାହ କରନ୍ତି। ତେବେ ଗୋପାଳନ ପ୍ରୋତ୍ସାହନ ଦେବା ସହ ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଇଛନ୍ତି। ରାଜ୍ୟରେ ୨୦୦ ଗୋଶାଳା ହେବ।…

୫ଟି ସ୍କୁଲ ବିଜୁଳି ବିଲ୍ ପୈଠ ହୋଇନି

ବିଜେଡି ସରକାର ୫ଟି ସ୍କୁଲ ନାଁରେ ପ୍ରହସନ କରିଛି। ୫ଟିରେ ସ୍ମାର୍ଟ ସ୍କୁଲ, ସ୍ମାର୍ଟ କ୍ଳାସ, ସ୍ମାର୍ଟ ଲାବ୍ରେରୀ ନାଁରେ ଅନେକ ଦୁର୍ନୀତି ହେରିଥିବା ଅଭିଯୋଗ ଆସିଛି। ଏସବୁ ମଧ୍ୟରେ ଏବେ ୫ଟି ସ୍କୁଲର ବିଜୁଳି ବିଲ ପେମେଣ୍ଟ ହୋଇନି ବୋଲି…

ମହାପ୍ରଭୁଙ୍କ ବେଳାଭୂମିରେ ମଦ କାରବାର ଚଳିବ ନାହିଁ

ଜଗନ୍ନାଥ ଧାମ ଭଳି ପବିତ୍ର ସ୍ଥାନର ବେଳାଭୂମିରେ ମଦ କାରବାର ଚଳିବ ନାହିଁ । ରାଜ୍ୟ ସରକାରଙ୍କ ବେଳାଭୂମିରେ ମଦ କୁଡ଼ିଆ ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହାକୁ ଘୋର ବିରୋଧ କରିଛନ୍ତି ପୁରୀର ବିଭିନ୍ନ ସଂଗଠନ। ଏ ନେଇ…

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ମାଡ଼ ଖାଇଲେ ଅଙ୍ଗନବାଡି କର୍ମୀ

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ଅଙ୍ଗନବାଡି କର୍ମୀ ମାଡ଼ ଖାଇଛନ୍ତି । ଭୁଲବଶତଃ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ଫର୍ମ ଦେଇଥିଲେ। ପରେ ସୁଭଦ୍ରା ଫର୍ମ ଫେରାଇ ନେବାକୁ ନେଇ ଗଣ୍ଡଗୋଳ ହେବା ସହ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ହୋଇଥିବା…