Day: 8 September 2024

ମା’ ସମଲେଶ୍ବରୀଙ୍କୁ ନବାନ୍ନ ଲାଗି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଶୁଭବେଳା ଦେଖି ନବାନ୍ନ ଲାଗି…

ସମ୍ବଲପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାବାସୀ ବେଶ ଉତ୍ସାହିତ। ସବୁଠି ଉତ୍ସବର ମାହୋଲ। ହାଟ ବଜାର ଚଳଚଞ୍ଚଳ। ସଜେଇ ହୋଇଛନ୍ତି ମା’ ସମଲେଶ୍ୱରୀ। ମା’ଙ୍କୁ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗିଛି। ତେବେ ଲୋକଙ୍କ ଖୁସିରେ ସାମିଲ ହେବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ…

ପ୍ୟାରିସ ପାରାଲିମ୍ପିକ୍ସ; ନବଦୀପଙ୍କ ଐତିହାସିକ ବିଜୟ

ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ର ଦଶମ ଦିନରେ ଭାରତକୁ ଆସିଛି ଆଉ ୨ଟି ପଦକ। ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ। ପୁରୁଷ ଜାଭେଲିନ୍ ଥ୍ରୋ ଏଫ-୪୧ ଫାଇନାଲରେ ଜାଭେଲିନରେ ନବଦୀପ ସିଂହ ଐତିହାସିକ ବିଜୟ ହୋଇଛି । ତାଙ୍କ ରୌପ୍ୟ ପଦକ…

ତୁହିନକାନ୍ତ ପାଣ୍ଡେ ହେଲେ କେନ୍ଦ୍ର ଅର୍ଥ ସଚିବ

୧୯୮୭ ବ୍ୟାଚ ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ତୁହିନକାନ୍ତ ପାଣ୍ଡେ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। କ୍ୟାବିନେଟ୍ ଆପଏଣ୍ଟମେଣ୍ଟସ୍ କମିଟି ପକ୍ଷରୁ ଏହି ନିଯୁକ୍ତିକୁ ଅନୁମୋଦନ ମିଳିଛି । ୨୦୧୯ ଅକ୍ଟୋବରରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଇନଭେଷ୍ଟମେଣ୍ଟ ଆଣ୍ଡ୍…