Month: July 2022

୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ବର୍ଷା ସମ୍ଭାବନା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର ଆଜିଠୁ ୨୬ ତାରିଖ ସକାଳ ଯାଏ ରାଜ୍ୟର ସବୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମ୍ମମ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଜିଲ୍ଲାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ…

ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ

ଏଜେନ୍ସୀ : ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଦୁଇଟି ଡବଲ ଡେକର ବସ୍‌ ପରସ୍ପରକୁ ଧକ୍କା ଦେଇଥିବାରୁ ଚାଲି ଯାଇଛି ୮ ଜଣଙ୍କ ଜୀବନ । ଏହି ଦୁର୍ଘଟଣାରେ ଆଉ ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

ରାଷ୍ଟ୍ରପତି ଭାବେ ଶପଥ ନେଲେ, ଓଡ଼ିଆ ଝିଅ ଦ୍ରୋପଦୀ ମୁର୍ମୁ

ଏଜେନ୍ସୀ : ନୂଆଦିଲ୍ଲୀ : ସବୁ ଅପେକ୍ଷାର ଅନ୍ତ ଘଟିଛି । ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୋପଦୀ ମୁର୍ମୁ । ଆଜି ସେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି…

ଜାଲରେ ପଡ଼ିଲା ବିରଳ ୩୨ କେଜିର ତେଲିଆ ମାଛ, ମୂଲ୍ୟ ୩ଲକ୍ଷ

ନିର୍ଭୟ ମିଡିଆ : ଚାନ୍ଦବାଲି ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିବା ମାଛ ତାଙ୍କୁ ରାତାରାତି କରିଦେଇଛି ଲକ୍ଷପତି । ଏହି ମାଛଟି ଥିଲା ବିରଳ ପ୍ରଜାତିର ତେଲିଆ ମାଛ । ଓଜନ ୩୨ କେଜି । କଲିକତାର ଏକ କମ୍ପାନୀ ୩…

ପତି-ପତ୍ନୀ ଅର୍‌ ୱ : ରାସ୍ତା ଉପରେ ‘ଷ୍ଟାର’କଳି

ଭୁବନେଶ୍ୱର ରାଜରାସ୍ତାରେ ଷ୍ଟାରଙ୍କ କଳି । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଭିନେତା ବାବୁ ସାନ୍‌ଙ୍କ ସହ ତାଙ୍କ ପତ୍ନୀ ଝଗଡା କରୁଛନ୍ତି । ତେବେ ଏହି ଝଗଡାର କାରଣ ଅଭିନେତ୍ରୀ ପ୍ରକୃତି ମିଶ୍ର ନୁହଁନ୍ତି ତ?…

କିରାଣୀ ବ୍ୟବସାୟୀଙ୍କୁ ହତ୍ୟାକଲେ ନକ୍ସଲ

ନିର୍ଭୟ ମିଡ଼ିଆ : ମାଲକାନଗିରି : ଛତିଶଗଡର ସୁକମା ଜିଲ୍ଲା କୋଣ୍ଟା ବ୍ଲକ ଅନ୍ତର୍ଗତ ପୋଲମପଲ୍ଲୀ ଥାନା ଅଞ୍ଚଳରେ ଗୁରୁବାର ରାତି ପ୍ରାୟ ୧୧ ଟା ସମୟରେ ୨୦ରୁ ୩୦ ନକ୍ସଲ ଗ୍ରାମୀଣ ଭେଷଭୁଷାରେ ଆସି ଜଣେ କିରାଣି ବ୍ୟବସାୟୀ ମରକାମ…

ଶ୍ରୀ ଜଗନ୍ନାଥଙ୍କୁ ନେଇ ଅସଭ୍ୟ ଟିପ୍ପଣୀ ଦେବାକୁ ନେଇ ଥାନାରେ ଏତଲା,ଯୁବକ ଗିରଫ

ନିର୍ଭୟ ମିଡ଼ିଆ : ପାରଳାଖେମୁଣ୍ଡି : ଓଡ଼ିଶାର ଘରେ ଘରେ ପୂଜା ପାଉଥିବା କାଲିଆ ସାଆନ୍ତ ଯାହାକୁ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ବୋଲି କୁହାଯାଏ ସେହି ଠାକୁରଙ୍କ ଫଟୋରେ ଫେସବୁକରେ ଅସଭ୍ୟ ଭାଷାରେ ଟିପ୍ପଣୀ ଦେବା ସହ କମେଣ୍ଟ…

ଇଡିର ବାରମ୍ବାର ଜେରାକୁ ନେଇ କଂଗ୍ରେସର ପଦଯାତ୍ରା ଓ ଗଣଧାରଣା

ନିର୍ଭୟ ମିଡ଼ିଆ : କୋରାପୁଟ : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଇଡିର ଜେରାକୁ ବିରୋଧ କରି କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଗୁନ୍ଦିଚା ମନ୍ଦିର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା…

ଜଗଦୀଶ ଠାକୋରଙ୍କ ମତକୁ ନେଇ ବିବାଦ, କଂଗ୍ରେସ କାର୍ଯ୍ୟାଳୟର ନାମ ବଦଳାଇ କଲେ ‘ହଜ୍‌ ହାଉସ’

ଏଜେନ୍ସୀ: ଅହମ୍ମଦାବାଦ : ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ଶୁକ୍ରବାର ଗୁଜରାଟ କଂଗ୍ରେସର ରାଜ୍ୟ ମୁଖ୍ୟାଳୟ ବିଲ୍ଡିଂରେ ପୋଷ୍ଟର ଲଗାଇ ନିଜ ବିରୋଧ ଜାହିର କରିଛନ୍ତି । ଏହି ପୋଷ୍ଟରେ ଲେଖାଯାଇଛି ଯେ, ଦଳର କାର୍ଯ୍ୟାଳୟର ନାମ ବଦଳାଇ ଏବେ ହଜ୍‌…

ଥିୟାନମେନ ଘଟଣାର ହେବ କି ପୁନରାବୃତ୍ତି, ବ୍ୟାଙ୍କ ଗେଟ ଆଗରେ ମୁତୟନ ଚୀନ ଟ୍ୟାଙ୍କ

ଏଜେନ୍ସୀ: ବେଜିଂ : ୧୯୮୯ ମସିହା ମେ ୪ ତାରିଖ ଚୀନ୍‌ର ଥିୟାନମେନ ଛକରେ ଘଟିଥିବା ନରସଂହାରକୁ ଖାଲି ଚୀନବାସୀ ନୁହେଁ ବିଶ୍ୱବାସୀ ଭୁଲି ପାରିନାହାନ୍ତି । ପ୍ରତିବାଦ କରୁଥିବା ଶହଶହ ଛାତ୍ର, ସାଧାରଣ ଲୋକଙ୍କ ଉପରେ ଚଢ଼ାଇ ଦିଆଯାଇଥିଲା ଟ୍ୟାଙ୍କ…