ଆହୁରି ୫ ଦିନ ପର୍ୟ୍ୟନ୍ତ ପ୍ରବଳ ବର୍ଷିବ! July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୫ ଦିନ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ…
କୋଟିଆରେ ସଂସଦଙ୍କ ପ୍ରବେଶ ନେଇ ପୋଲିସ ପ୍ରଶାସନ ବାଧକ July 7, 2022 ନିର୍ଭୟ ମିଡ଼ିଆ : କୋରାପୁଟ : ଓଡିଶା ଓ ଆନ୍ଧ୍ର ସୀମାନ୍ତ କୋଟିଆରେ ଅନେକ ଦିନ ଧରି ଦୁଇ ରାଜ୍ୟ ମଧ୍ୟରେ ଚକାପଞ୍ଝା ଲାଗି ରହିଛି । କୋଟିଆକୁ ନିଜ ଅକ୍ତିଆରରେ ନେବା ପାଇଁ ଆନ୍ଧ୍ର ସରକାର ପ୍ରାଣପ୍ରାଣେ ଚେଷ୍ଟା ଜାରି…
ଓଡିଶା ଆନ୍ଧ୍ର ସୀମାନ୍ତରେ କ୍ରସର ମାଲିକଙ୍କ ମନମାନି July 7, 2022 ନିର୍ଭୟ ମିଡ଼ିଆ : ପଟ୍ଟାଙ୍ଗି : କୋରାପୁଟ ଜ଼ିଲ୍ଲା ଓଡିଶା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଚାଲିଥିବା କ୍ରସର ମାଲିକଙ୍କ ପାଇଁ ଧାର୍ୟ୍ୟ ହୋଇଥିବା ଗ୍ରାନାଇଟ ପଥରର ପରିମାଣ ଠାରୁ ଅଧିକ ପରିମାଣର ପଥରକୁ କୁଆରୀରେ ପ୍ରୋସେସିଙ୍ଗ କରି ମାଲିକ ମାନେ…
ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୪୨୮ ଆକ୍ରାନ୍ତ ଚିହ୍ନଟ July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ୪ଶହ ଉପରେ ସଂକ୍ରମଣ ଜାରି । ଲଗାତର ଦ୍ୱିତୀୟ ଦିନପାଇଁ ସଂକ୍ରମଣ ୪ ଶହ ପାର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଲୋକାଲ କେସ୍-…
ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ July 7, 2022 ଏଜେନ୍ସୀ : ଲଣ୍ଡନ : ବ୍ରିଟେନରେ ରାଜନୈତିକ ଘମାସନ ଭିତରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବୋରିସଙ୍କ ୪ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ପରେ ଅନେକ ସାଂସଦଙ୍କ ବିରୋଧ ଆଗରେ ବାଧ୍ୟରେ ମୁଣ୍ଡ ନୁଆଁଇଛନ୍ତି ବୋରିସ୍ ।…
ଉଦ୍ଧବଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା ଦେଉଛନ୍ତି ସିନ୍ଦେ July 7, 2022 ଏଜେନ୍ସୀ : ପୁନେ : ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି । ବିଧାୟକଙ୍କ ପରେ ସାଂସଦମାନେ ମଧ୍ୟ ଉଦ୍ଧବଙ୍କ ଶିବିର ଛାଡି ଏକନାଥଙ୍କ କ୍ୟାମ୍ପରେ ସାମିଲ ହେବେ ବୋଲି ଚର୍ଚ୍ଚା…
ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର July 7, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟରେ ଥିବା ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ଜଣଙ୍କ ହେଲେ ଆଶିଷ ଓଝା । ତାଙ୍କ ଘର…
ସାଙ୍ଗର ଜନ୍ମଦିନ ମନାଇବାକୁ ଯାଇ ଆଉ ଫେରିଲେନି ଯୁବକ July 7, 2022 ନିର୍ଭୟ ମିଡ଼ିଆ : ଭଦ୍ରକ : ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଖୁସି ମନରେ ଘରୁ ବାହାରିଥିଲେ । ବୁଲାବୁଲି କରି ଘରକୁ ଫେରିବାକୁ ହୋଇଥିଲା ପ୍ଲାନ୍ । ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ସାଙ୍ଗ ଜନ୍ମ ଦିନରେ…
ଭାରତରେ କରୋନାର ଆଉ ଏକ ସବ୍ଭାରିଏଣ୍ଟ ଚିହ୍ନଟ, ସତର୍କ କରାଇଲା ହୁ’ July 7, 2022 ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଉପରମୁହାଁ ହେଲାଣି ଭୂତାଣୁ । ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ମାମଲା । ଦୈନିକ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଉପରେ ରହୁଛି । ଏହାରି ଭିତରେ ଭାରତରେ କରୋନାର ଆଉ…
ମଶା ରୋକିବ ଡେଙ୍ଗୁ July 7, 2022 ଏଜେନ୍ସୀ : ନୂଆଦିଲ୍ଲୀ : ଏଣିକି ମଶାରୁ ଉତ୍ପନ୍ନ ହେଉଥିବା ରୋଗକୁ ମଶା ହିଁ ମାତ୍ ଦେବ । ମଶା ରୋକିବ ଡେଙ୍ଗୁ । ଡେଙ୍ଗୁ ଓ ଚିକନଗୁନିଆ ନିୟନ୍ତ୍ରଣ ପାଇଁ ଚାଲିଥିବା ଗବେଷଣାରେ ବଡ଼ ସଫଳତା ମିଳିଛି । ଏକ…