Month: July 2022

ନକ୍ସଲଙ୍କ ନାଁ ନେଇ ଅର୍ଥ ଆଦାୟ କରୁଥିଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ

ନିର୍ଭୟ ମିଡ଼ିଆ : କଳାହାଣ୍ଡି : ଆଉ ବରଦାସ୍ତ କରାଯିବନି । ଆମ ନାଁ ଧରି ଠିକାଦାରଙ୍କୁ ଭୟଭିତ କରିବା ସହ ସେମାନଙ୍କ ନିକଟରୁ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ । କିଛି ଦିନର ବ୍ୟବଧାନ ପରେ କଳାହାଣ୍ଡି…

୧୧ ବରିଷ୍ଠ ଓଏଏସ ଅଫିସରଙ୍କର ହେଲା ବଦଳି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୧୧ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍‌ ଅଫିସର…

ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଶିକ୍ଷା ଅଧିକାରୀ

ନିର୍ଭୟ ମିଡ଼ିଆ : କେନ୍ଦ୍ରାପଡ଼ା : ଚାକିରି ଜୀବନରୁ ଅବସର ନେବାକୁ ଆଉ ୩ ଦିନ ବାକି ଥିଲା । ତା’ ପୂର୍ବରୁ ଲାଞ୍ଚ ନେଇ ଧରା ପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ । ୨୦ ହଜାର…

ଜେଲ୍‌ରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦେବ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବାର ଦିନକ ପରେ ବିଜଦରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବ ଗତକାଲି ଜେଲରୁ ମୁକୁଳିଛନ୍ତି । ସେ ବାଣପୁର ସବଜେଲ୍‌ରେ ଗତ ମାର୍ଚ୍ଚ ୨୨ତାରିଖରୁ ବନ୍ଦୀ ଜୀବନ ବିତାଉଥିଲେ…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ; ଏମ୍‌ବିଏରେ ଶ୍ରଦ୍ଧାରବିନ୍ଦ,ଏମ୍‌ସିଏରେ ଈଶାନ୍ତ ଟପ୍ପର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…

ମଙ୍କିପକ୍ସ ଲକ୍ଷଣ ଥାଇ ଜଣେ ହସପିଟାଲରେ ଭର୍ତ୍ତି

ଏଜେନ୍ସୀ : ନୂଆଦିଲ୍ଲୀ : କାୟା ମେଲାଉଛି ମଙ୍କିପକ୍ସ । ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତି ମଙ୍କିପକ୍କ ଲକ୍ଷଣ ଥାଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ…

ଆଜି ତୃତୀୟ ଥର ଇଡିରେ ହାଜର ହେବେ ସୋନିଆ ଗାନ୍ଧି

ଏଜେନ୍ସୀ : ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପୁଣି ଥରେ ଇଡିରେ ହାଜର ହେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଆଜି ସେ ତୃତୀୟ ଥର ପାଇଁ ତଦନ୍ତକାରୀ ସଂସ୍ଥାକୁ ସାମ୍ନା କରିବେ । ପ୍ରଥମ ଦିନ…

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ । ସକାଳ ୧୧ଟା ୩୦ରେ ପ୍ରକାଶ ପାଇବ ଫଳାଫଳ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିବେ ।…

ଭୁବନେଶ୍ୱର ଫେରିଲେ ବାବୁଶାନ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦୀର୍ଘ ୪ ଦିନ ହେଲା ଲାଗିଥିବା ହାଇଡ୍ରାମାରେ ଏକ ପ୍ରକାର ଯବନିକା ପଡ଼ିଲା । ଶେଷରେ ଭୁବନେଶ୍ୱରରେ ପହଞ୍ଚିଲେ ଓଲିଉଡ ଅଭିନେତା ବାବୁଶାନ । ଗତକାଲି ପ୍ରକୃତି ମିଶ୍ର ଭୁବନେଶ୍ୱରରେ ପହଞ୍ଚôଥିବା ବେଳେ ବାବୁଶାନ…

ସଂସଦରେ ହଙ୍ଗାମା, ରାଜ୍ୟସଭାରୁ ୧୯ ସାଂସଦ ନିଲମ୍ବିତ

ଏଜେନ୍ସୀ : ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା। ଦରଦାମ ବୃଦ୍ଧି, ଜିଏସ୍ଟି ଏବଂ ତଦନ୍ତ ଅଧିକାରୀଙ୍କ କାର୍ୟ୍ୟାନୁଷ୍ଠାନକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଆଜି ବି କିଛି ସାଂସଦ ଆଲୋଚନା ଚାଲିଥିବା ବେଳେ ଗୃହର ମଧ୍ୟ…