Month: July 2022

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବର୍ଷା ସମ୍ଭାବନା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସୋମବାର ଉତ୍ତର ଓଡିଶା ପାଶ୍ୱବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା…

ବିଧାନସଭାରେ ପ୍ରଥମ ପରୀକ୍ଷାରେ ସିନ୍ଦେ ପାସ୍‌ : ବାଚସ୍ପତି ବନିଲେ ଭାଜପାର ନର୍ବେକର

ଉଦ୍ଧବ ସରକାରଙ୍କୁ ଚିଟ୍‌ କରିବା ପରେ ବିଧାନସଭାରେ ପ୍ରଥମ ଶକ୍ତି ପରୀକ୍ଷଣରେ ପାସ୍‌ ହୋଇଛନ୍ତି ଏକନାଥ ସିନ୍ଦେ। ଭାଜପାର ରାହୁଲ ନର୍ବେକର ବନିଛନ୍ତି ବାଚସ୍ପତି। ନର୍ବେକରଙ୍କୁ ୧୬୪ ଭୋଟ ମିଳିଥିବାବେଳେ ଶିବସେନାର ରାଜନ ସାଲ୍‌ଭୀଙ୍କୁ ମିଳିଥିଲା ୧୦୭ ଭୋଟ। ତେବେ ବଡ଼…

କହ୍ନେୟା ହତ୍ୟାକାଣ୍ଡରେ ସାମିଲ ଥିଲେ ୫ ଆତଙ୍କୀ

ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ବର୍ବର ହତ୍ୟା ଘଟଣାରେ ଦୈନିକ ହେଉଛି ନୂଆ ଖୁଲାସ । ପୁଲିସ ଯାଞ୍ଚରୁ ଏବେ ଜଣାପଡ଼ିଛି ଯେ, ଏହି ହତ୍ୟାକାଣ୍ଡରେ ମୋହମ୍ମଦ ରିଆଜ ଏବଂ ଗୋସ ମହମ୍ମଦଙ୍କ ବ୍ୟତିରେକ ଆଉ ୩ ଆତଙ୍କୀ ସାମିଲ ଥିଲେ…

କ୍ୟାପଟେନ୍‌ ବନିପାରନ୍ତି ଉପରାଷ୍ଟ୍ରପତି

ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇପାରନ୍ତି । ଏହି ଚର୍ଚ୍ଚା କ୍ୟାପଟେନ୍‌ ନିଜ ଦଳ ଲୋକ କଂଗ୍ରେସକୁ ଭାଜପାରେ ବିଲୟ କରିବାର ପ୍ରସ୍ତୁତି ପରେ ଜୋର ଧରିଛି । କ୍ୟାପଟେନଙ୍କର…

ସୋନିଆଙ୍କ ପଡ଼ୋଶୀ ହେବେ କୋବିନ୍ଦ

ଜୁଲାଇ ୨୫ରୁ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ହେବ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀଙ୍କ ବଙ୍ଗଳା ନିକଟରେ ଥିବା ସରକାରୀ କ୍ୱାର୍ଟର । ସହରୀ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଅନୁସାରେ କୋବିନ୍ଦଙ୍କ ପାଇଁ ୧୨, ଜନପଥରେ ଥିବା ବଙ୍ଗଳା…

ଭାଙ୍ଗିଦେଲେ ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି

ପୂର୍ବରୁ ଶ୍ରୀମନ୍ଦିର ରୋଷଘର ୮୦ରୁ ଅଧିକ ଚୁଲି ଭଙ୍ଗା ଘଟଣା ବଡ଼ ଚର୍ଚ୍ଚାରେ ଥିଲା । ଏହି ଘଟଣାରେ ଜଗନ ମହାପାତ୍ର ନାମକ ଜଣେ ଯୁବକକୁ ଗିରଫ କରାଯାଇଥିଲା । ଆଉ ଏବେ ତିନି ଠାକୁର ଆଡ଼ପ ମଣ୍ଡପକୁ ବିଜେ କରିବା…

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଆଜିଠୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଆରମ୍ଭରେ ଦିବଙ୍ଗତ ବିଧାୟକ ସୁରେନ୍ଦ୍ର କହଁରଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଓ କଂଗ୍ରେସ…

ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ

ନିର୍ଭୟ ମିଡ଼ିଆ : ପୁରୀ : ଆରମ୍ଭ ହେଲା ରଥଟଣା, ବଡ଼ଦାଣ୍ଡରେ ଗଡ଼ିଲା ରଥ। ହୁଳହୁଳି, ହରିବୋଲ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଛି। ପୁରୀର କୋଣ ଅନୁକୋଣ ଉପରେ ପୁଲିସ ନଜର…

ଉଦୟପୁର ହତ୍ୟାକାଣ୍ଡ: ଆଉ ୨ ଅଭିଯୁକ୍ତ ଗିରଫ

ଏଜେନ୍ସୀ : ଜୟପୁର : ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ମିଳିଛି ଆଉ ଏକ ସଫଳତା। ଏହି ମାମଲାରେ ଗୁରୁବାର ବିଳମ୍ବିତ ରାତିରେ ଆଉ ୨ ଅଭିଯୁକ୍ତଙ୍କୁ ଏସ୍ଆଇଟି ଗିରଫ କରିଛି। ହତ୍ୟା ଷଡଯନ୍ତ୍ର ମାମାଲରେ ଏମାନଙ୍କୁ ଗିରଫ…

ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ନୂପୁର : ସୁପ୍ରିମକୋର୍ଟ

ଏଜେନ୍ସୀ: ନୂଆଦିଲ୍ଲୀ : ପେଗମ୍ବରଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି । କୋର୍ଟ ତାଙ୍କୁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ କହିଛନ୍ତି । ଏଥିସହ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ନୂପୁରଙ୍କ ବୟାନ…