Month: July 2022

ଓଟିପିକୁ ନେଇ ବିବାଦ; ଓଲା ଡ୍ରାଇଭରଙ୍କ ମାଡ଼ରେ ଆଖି ବୁଜିଲେ ପାସେଞ୍ଜର

ଏଜେନ୍ସୀ : ଚେନ୍ନାଇ : ଓଲା କ୍ୟାବ ବୁକ୍‌ କରିବା ପରେ ୱାନ-ଟାଇମ୍‌ ପାସୱାର୍ଡକୁ ନେଇ ମୁହାଁମୁହିଁ ହେଲେ କାର୍‌ଚାଳକ ଓ ପାସେଞ୍ଜର । ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କାର୍‌ଚାଳକଙ୍କ ମୁଥ ମାଡ଼ରେ ଆଖି ବୁଜିଲେ…

ଚାଇନା ଫୋନ୍‌ ନିର୍ମାତା ଭିଭୋର ୪୪ଟି ଠିକଣା ଉପରେ ରେଡ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଚାଇନା ଫୋନ୍‌ ନିର୍ମାତା ଭିଭୋ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କଡା କାର୍ଯ୍ୟାନୁଷ୍ଠାନ । ୟୁପି, ବିହାର, ମଧ୍ୟପ୍ରଦେଶ ଏବଂ ଦକ୍ଷିଣ ଭାରତର ୪୪ଟି ସ୍ଥାନରେ ଇଡି ଚଢ଼ାଉ କରୁଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାଇନାର ମୋବାଇଲ୍‌…

ଖରାପ ପାଗ ଯୋଗୁ ସ୍ଥଗିତ ହେଲା ଅମରନାଥ ଯାତ୍ରା

ଏଜେନ୍ସୀ : ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପହଲଗାମ ଏବଂ ବାଲଟାଲ ତରଫରୁ ପବିତ୍ର ଗୁମ୍ଫା ଅଭିମୁଖେ ଆଗକୁ ବଢୁଥିବା ଯାତ୍ରୀଙ୍କ…

ବର୍ଷାରେ ବେହାଲ ମୁମ୍ବାଇ, ଯାତାୟତ ଠପ୍‌

ଏଜେନ୍ସୀ : ମୁମ୍ବାଇ : ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ । ଭାସୁଛି ମୁମ୍ବାଇ । ଚାରିଆଡ଼େ ଖାଲି ପାଣି ଆଉ ପାଣି । କେଉଁଠି ବସ୍‌ ଭାସୁଛି ତ ଆଉ କେଉଁଠି ଟ୍ରେନ୍‌ ଲାଇନ୍‌ରେ ବର୍ଷା ପାଣି ଲହଡି ଭାଙ୍ଗୁଛି…

ହସ୍ପିଟାଲ ବେଡରେ ଲାଲୁ, ଝିଅ ସେୟାର କଲେ ଇମୋସନାଲ ପୋଷ୍ଟ

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ୨୬ତମ ସ୍ଥାପନ ଦିବସ । ହେଲେ ଗତକାଲିଠୁ ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଇସିୟୁରେ ଭର୍ତ୍ତି ହୋଇଥିବାରୁ ପରିବାର ତଥା ପାର୍ଟି କର୍ମକର୍ତ୍ତା ମାନସିକ ଭାବେ ଭାଙ୍ଗି…

କେଲୋ ନଦୀ ଉପରେ ପଡୋଶୀ ଛତିଶଗଡ଼ ଆରମ୍ଭ କଲା ଆନିକଟ ନିର୍ମାଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ-ଓଡ଼ିଶା ମଧ୍ୟରେ ତୁଟିନି ବିବାଦ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରାୟଗଡ ଜିଲ୍ଲା ପୁସୌର ବ୍ଲକ ନେତନଗର ଗାଁ ଛତିଶଗଡ ସରକାରଙ୍କ ପକ୍ଷରୁ ନେତନଗର ଏବଂ ଏକତାଲ ମଧ୍ୟରେ କେଲୋ ନଦୀ ଉପରେ…

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ହେରା ପଞ୍ଚମୀ । ପରମ୍ପରା ଅନୁଯାୟୀ, ଆଜି ସନ୍ଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯିବେ । ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ…

ସ୍ୱାଧୀନତା ଦିବସ ପରେଡ ବେଳେ ଆମେରିକାରେ ଆଖିବୁଜା ଗୁଳିମାଡ଼, ୬ ମୃତ

ଏଜେନ୍ସୀ : ୱାଂଶିଟନ୍‌ : ସ୍ୱାଧୀନତା ଦିବସ ପରେଡ ବେଳେ ହେଲା ଆଖିବୁଜା ଗୁଳିମାଡ଼ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୬ରୁ ଅଧିକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ…

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ : ୨୪ ଘଣ୍ଟାରେ ୩୩୪ ଆକ୍ରାନ୍ତ ଚିହ୍ନଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ପୁଣି ଥରେ ତିନି ଶହ ପାର କରିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଚିହ୍ନଟଙ୍କ ମଧ୍ୟରେ ୧୮…

ପାଣିପାଗ ବିଭାଗର ସତର୍କ ସୂଚନା: ୫ ଦିନ ଯାଏ ପ୍ରବଳ ବର୍ଷିବ!

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜିଠାରୁ ୫ ଦିନ ଯାଏଁ ଗଂଜାମ, ନୟାଗଡ, କନ୍ଧମାଳ ଏବଂ ବୌଦ୍ଧର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ସ୍ଥାନକୁ ଅରେଜ୍‌ ୱାର୍ଣ୍ଣିଂ ଜାରି କରାଯାଇଛି ।…