Month: July 2022

ନିଶା ମାଫିଆ ଅରୁଣ ଓ ବନମାଳୀଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ନିଶା ମାଫିଆ ଅରୁଣ ପ୍ରଧାନ ଓ ବନମାଳୀ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଏନ୍ଡିପିଏସ୍ ବଳରେ କୋଲକାତାର ପ୍ରାଧିକୃତ ଅଧିକାରୀ ଦ୍ୱାରା ଏହି ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଜବତ ସମ୍ପତ୍ତି…

ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ଅଡ଼ୁଆରେ କଂଗ୍ରେସ ନେତା

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ଫସିଛନ୍ତି ଅଧିର ରଞ୍ଜନ । ଦେଶର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’…

ହାଥରସ୍‌ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଚାକିରି ଦିଅ : ହାଇକୋର୍ଟ

ଏଜେନ୍ସୀ : ଲକ୍ଷ୍ନୌ : ବହୁଚର୍ଚ୍ଚିତ ୟୁପିର ହାଥରସ୍‌ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ସରକାରି ଚାକିରି ଦେବାକୁ ରାଜ୍ୟ ସରକାରଙ୍କୁ ଆଲ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଛନ୍ତି । ୩ ମାସ ଭିତରେ ଚାକିରି ଦେବାକୁ କୁହାଯାଇଛି । ମଙ୍ଗଳବାର ଆଲ୍ଲାବାଦ…

ଅର୍ପିତାଙ୍କ ଘରୁ ୫୦ କୋଟି ନଗଦ, ୫ କିଲୋ ସୁନା

ଏଜେନ୍ସୀ :କୋଲକାତା : ବିଡା ବିଡା ନୋଟ୍, ଗଦା ଗଦା ଟଙ୍କା। ତା’ ସହିତ ଭରି ଭରି ସୁନା। ଯେତେ ଖୋଜିଲେ ସେତେ ବାହାରୁଛି। ଘର ତ ନୁହେଁ ଇଏ କୁବେର ଭଣ୍ଡାର। ଆଉ ଏ ଭଣ୍ଡାର ହେଉଛି ପଶ୍ଚିମବଙ୍ଗ ମନ୍ତ୍ରୀ…

ଲୁଟିବାକୁ ଆସି ଫାୟାରିଂ କରିଦେଲେ ଲୁଟେରା

ନିର୍ଭୟ ମିଡ଼ିଆ : ଧର୍ମଗଡ଼ : ରାତି ଅଧରେ ଘରେ ପଶିଲେ ୧୦, ୧୨ ଡକାୟତ । ପରିବାର ସଦସ୍ୟଙ୍କୁ ଭୟଭୀତ କରି ମାରଣାସ୍ତ୍ର ଦେଖାଇ ସବୁ ଲୁଟିଲେ। ଘରେ କଳାକନା ବୁଲାଇ ସବୁ ସୁନା, ଅଳଙ୍କାର ନେଇ ଚାଲିଗଲେ। ହେଲେ…

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାମରା ବନ୍ଦ

ନିର୍ଭୟ ମିଡ଼ିଆ : କୁଚିଣ୍ଡା : ୪ ଦଫା ଦାବି ପୂରଣ ପାଇଁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୮ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା…

କମ୍‌ ମାର୍କ ରହିବାରୁ ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର

ନିର୍ଭୟ ମିଡ଼ିଆ : ରେଢ଼ାଖୋଲ : ଯୁକ୍ତ ଦୁଇ ପରୀକ୍ଷାରେ କମ୍‌ମାର୍କ ରହିବାରୁ ଜୀବନ ହାରିଲେ ଛାତ୍ର । ଗତକାଲି ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ଫଳାଫଳ ବାହାରିଥିବା ବେଳେ ଆଶାତିତ ମାର୍କ ନ ଥିବାରୁ ଏପରି ଚରମ ପଦକ୍ଷେପ ଉଠାଇଥିଲେ…

ମଙ୍କିପକ୍ସ ମୁକାବିଲା: କେନ୍ଦ୍ର ସରକାର ଜାରି କଲେ ଗାଇଡ୍‌ଲାଇନ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ସ । ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ…

ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ

ନିର୍ଭୟ ମିଡ଼ିଆ : ପୁରୀ : ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ । ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଧୀରେ ଧୀରେ ଆଗଉ ଥିବାରୁ ପୁରୀ ବାସିନ୍ଦା ଖୁସିପ୍ରକଟ କରିଛନ୍ତି । ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ…

ଆଜି ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟ ତିଥି। ଏ ଅବସରରେର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ୪ ଘଣ୍ଟା ଧରି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ପ୍ରଥମ ଭୋଗ ମଣ୍ଡପ ସରିବା ପରେ…