Month: July 2022

କୋଟିଆରେ ସଂସଦଙ୍କ ପ୍ରବେଶ ନେଇ ପୋଲିସ ପ୍ରଶାସନ ବାଧକ

ନିର୍ଭୟ ମିଡ଼ିଆ : କୋରାପୁଟ : ଓଡିଶା ଓ ଆନ୍ଧ୍ର ସୀମାନ୍ତ କୋଟିଆରେ ଅନେକ ଦିନ ଧରି ଦୁଇ ରାଜ୍ୟ ମଧ୍ୟରେ ଚକାପଞ୍ଝା ଲାଗି ରହିଛି । କୋଟିଆକୁ ନିଜ ଅକ୍ତିଆରରେ ନେବା ପାଇଁ ଆନ୍ଧ୍ର ସରକାର ପ୍ରାଣପ୍ରାଣେ ଚେଷ୍ଟା ଜାରି…

ଓଡିଶା ଆନ୍ଧ୍ର ସୀମାନ୍ତରେ କ୍ରସର ମାଲିକଙ୍କ ମନମାନି

ନିର୍ଭୟ ମିଡ଼ିଆ : ପଟ୍ଟାଙ୍ଗି : କୋରାପୁଟ ଜ଼ିଲ୍ଲା ଓଡିଶା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଚାଲିଥିବା କ୍ରସର ମାଲିକଙ୍କ ପାଇଁ ଧାର୍ୟ୍ୟ ହୋଇଥିବା ଗ୍ରାନାଇଟ ପଥରର ପରିମାଣ ଠାରୁ ଅଧିକ ପରିମାଣର ପଥରକୁ କୁଆରୀରେ ପ୍ରୋସେସିଙ୍ଗ କରି ମାଲିକ ମାନେ…

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୪୨୮ ଆକ୍ରାନ୍ତ ଚିହ୍ନଟ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ୪ଶହ ଉପରେ ସଂକ୍ରମଣ ଜାରି । ଲଗାତର ଦ୍ୱିତୀୟ ଦିନପାଇଁ ସଂକ୍ରମଣ ୪ ଶହ ପାର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଲୋକାଲ କେସ୍-…

ଇସ୍ତଫା ଦେଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଏଜେନ୍ସୀ : ଲଣ୍ଡନ : ବ୍ରିଟେନରେ ରାଜନୈତିକ ଘମାସନ ଭିତରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବୋରିସଙ୍କ ୪ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ପରେ ଅନେକ ସାଂସଦଙ୍କ ବିରୋଧ ଆଗରେ ବାଧ୍ୟରେ ମୁଣ୍ଡ ନୁଆଁଇଛନ୍ତି ବୋରିସ୍‌ ।…

ଉଦ୍ଧବଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଉଛନ୍ତି ସିନ୍ଦେ

ଏଜେନ୍ସୀ : ପୁନେ : ମୁଖ୍ୟମନ୍ତ୍ରୀ ଆସନରୁ ଇସ୍ତଫା ଦେବା ପରେ ଶିବେସନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିବାରେ ଲାଗିଛି । ବିଧାୟକଙ୍କ ପରେ ସାଂସଦମାନେ ମଧ୍ୟ ଉଦ୍ଧବଙ୍କ ଶିବିର ଛାଡି ଏକନାଥଙ୍କ କ୍ୟାମ୍ପରେ ସାମିଲ ହେବେ ବୋଲି ଚର୍ଚ୍ଚା…

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟରେ ଥିବା ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ଜଣଙ୍କ ହେଲେ ଆଶିଷ ଓଝା । ତାଙ୍କ ଘର…

ସାଙ୍ଗର ଜନ୍ମଦିନ ମନାଇବାକୁ ଯାଇ ଆଉ ଫେରିଲେନି ଯୁବକ

ନିର୍ଭୟ ମିଡ଼ିଆ : ଭଦ୍ରକ : ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଖୁସି ମନରେ ଘରୁ ବାହାରିଥିଲେ । ବୁଲାବୁଲି କରି ଘରକୁ ଫେରିବାକୁ ହୋଇଥିଲା ପ୍ଲାନ୍‌ । ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ସାଙ୍ଗ ଜନ୍ମ ଦିନରେ…

ଭାରତରେ କରୋନାର ଆଉ ଏକ ସବ୍‌ଭାରିଏଣ୍ଟ ଚିହ୍ନଟ, ସତର୍କ କରାଇଲା ହୁ’

ଏଜେନ୍ସୀ : ନୂଆଦିଲ୍ଲୀ : ପୁଣି ଉପରମୁହାଁ ହେଲାଣି ଭୂତାଣୁ । ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ମାମଲା । ଦୈନିକ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଉପରେ ରହୁଛି । ଏହାରି ଭିତରେ ଭାରତରେ କରୋନାର ଆଉ…

ମଶା ରୋକିବ ଡେଙ୍ଗୁ

ଏଜେନ୍ସୀ : ନୂଆଦିଲ୍ଲୀ : ଏଣିକି ମଶାରୁ ଉତ୍ପନ୍ନ ହେଉଥିବା ରୋଗକୁ ମଶା ହିଁ ମାତ୍‌ ଦେବ । ମଶା ରୋକିବ ଡେଙ୍ଗୁ । ଡେଙ୍ଗୁ ଓ ଚିକନଗୁନିଆ ନିୟନ୍ତ୍ରଣ ପାଇଁ ଚାଲିଥିବା ଗବେଷଣାରେ ବଡ଼ ସଫଳତା ମିଳିଛି । ଏକ…

ଟିଏମ୍‌ସି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳି କରି ହତ୍ୟା

ଏଜେନ୍ସୀ : କୋଲକାତା : ଦିନକୁ ଦିନ ଦେଶରେ ବଢ଼ି ଚାଲିଛି ହତ୍ୟା ଘଟଣା । ଏବେ ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ନେତାଙ୍କ ସମେତ ତିନି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଏହି…