Month: July 2022

ଜିଅନ୍ତା ଜଳିଗଲେ ମାନସିକ ଅନଗ୍ରସର ଯୁବତୀ

ନିର୍ଭୟ ମିଡ଼ିଆ : କଟକ : ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଗଲେ ମାନସିକ ଅନଗ୍ରସର ଯୁବତୀ । କଟକ ସୂତାହାଟ ଖ୍ରୀଷ୍ଟିଆନ ସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଗ୍ନିକାଣ୍ଡ । ନିଆଁ କ୍ଷିପ୍ର ବେଗରେ ଚାରି ଆଡ଼କୁ ମାଡ଼ି ଯାଇଥିବା…

ଆର୍‌ଏସ୍‌ଏସ୍‌ ଅଫିସରେ ବୋମାମାଡ଼

ଏଜେନ୍ସୀ : ଥିରୁଭନନ୍ତପୁରମ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତଥା ଆରଏସ୍‌ଏସ୍‌ ଅଫିସରେ ବୋମାମାଡ । କେରଳର କୁନ୍ନୁର ଜିଲ୍ଲାରେ ଥିବା ଆର୍‌ଏସ୍‌ଏସ୍‌ ଅଫିସରେ ଏଭଳି ବୋମାମାଡ ହୋଇଛି । ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।…

ଲାଇଭ୍‌ ରିପୋର୍ଟିଂ ବେଳେ ରାଗିଗଲେ ସାମ୍ବାଦିକା, ନାବାଳକକୁ ପିଟିଲେ

ଏଜେନ୍ସୀ : ଇସଲାମାବାଦ : ରିପୋର୍ଟିଂ ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ ସାମ୍ବାଦିକା । ଏପରିକି କ୍ୟାମେରା ସମ୍ମୁଖରେ ପିଟୁସି ଦେବା ସରୁ ସରୁ ପାଖରେ ଛିଡ଼ା ହୋଇଥିବା ଜଣେ ନାବାଳକଙ୍କ ଗାଲରେ ବଜାଇଦେଲେ ଚଟକଣି । ଏହାର…

ଆଖି ବୁଜିଲା ଦେଶର ସବୁଠୁ ବୟସ୍କ ବାଘ ‘ରାଜା’

ଏଜେନ୍ସୀ : କୋଲକାତା : ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ‘ରାଜା’ ରୟାଲ ବେଙ୍ଗଲ ଟାଇଗର ହୋଇଥିବା ବେଳେ ତାକୁ ଭାରତର ସବୁଠୁ ବୟସ୍କ ବାଘ ବୋଲି ବିବେଚନା କରାଯାଇଥାଏ । ମୃତୁ୍ୟ ବେଳକୁ ତାକୁ…

କହ୍ନେୟା ଲାଲଙ୍କ ହତ୍ୟାକାରୀଙ୍କୁ ଛାଡ଼ିବାକୁ ଫୋନ୍‌ କରୁଥିଲେ ଭାଜପା ନେତା

ଏଜେନ୍ସୀ : ଉଦୟପୁର : ଗତ ଜୁନ୍‌୨୮ ତାରିଖରେ ରାଜସ୍ଥାନର ଉଦୟପୁରରେ କହ୍ନେୟା ଲାଲ ନାମକ ଟେଲରଙ୍କୁ ଅତି ନିର୍ମମ ଭାବେ ୨ ମୁସଲିମ ଯୁବକ ଗଳା କାଟି ହତ୍ୟା କରିଥିଲେ । ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା…

ଉତ୍ତରାଖଣ୍ଡ କଂଗ୍ରେସରେ ହାଇଡ୍ରାମା; ୩ ନେତା ଏଏପିରେ ସାମିଲ

ଏଜେନ୍ସୀ : ଡେରାଡୁନ୍‌ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ହାଇଡ୍ରାମା । ମହାରାଷ୍ଟ୍ରର ହାଇଡ୍ରାମା ପରେ ଗୋଆ କଂଗ୍ରେସ କଳି ପଦାକୁ ଆସିଥିଲା । ଏବେ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ସମାନ ଚିତ୍ର ।…

ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ପଶିଲା ଭିଜିଲାନ୍ସ

ନିର୍ଭୟ ମିଡ଼ିଆ : ଢେଙ୍କାନାଳ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍‌ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆଜି ସକାଳେ ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ…

ଅଟୋ ଓ ବାଇକ ଉପରେ ମାଡ଼ିଗଲା କାର୍‌; ୩ ଚାରା ବ୍ୟବସାୟୀ ମୃତ, ୬ ଆହତ

ନିର୍ଭୟ ମିଡ଼ିଆ : ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଏନ୍‌ଏଚ୍‌ ୫୭ର ବଡ଼ବାହାଲି ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍‌ ଅଟୋ ଓ ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ; ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ହେବ ରସଗୋଲା ଭୋଗ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ । ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଏହି ଅବସରରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି । ଗତକାଲି…

ବର୍ଷା ଦିନେ ଜଳ ସଙ୍କଟରେ ରେଲିକୁମ୍ଭା ଗ୍ରାମବାସୀ

ନିର୍ଭୟ ମିଡ଼ିଆ : କୋରାପୁଟ : ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ୟ୍ୟକଳାପ…