Month: July 2022

ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ । ବହୁ ଖୋଜାଖୋଜି ପରେ ମିଳିଲା ମୃତଦେହ । ମୃତ ଯୁବକଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ ବୁଦୁଗୁଡା ଗ୍ରାମର ଜଗନ୍ନାଥ ଗଉଡ଼।…

ପୁଣି ଖାକିରେ ଲାଗିଲା ଦାଗ; ଯୁବତୀ ଆଣିଲେ ସଙ୍ଗୀନ ଅଭିଯୋଗ

ନିର୍ଭୟ ମିଡ଼ିଆ : ସୋନପୁର : ଖାକି ବର୍ଦ୍ଦିରେ ପୁଣି ଲାଗିଲା ଦାଗ । ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲେ ପୁଲିସ୍ ଡ୍ରାଇଭର । ସୁବର୍ଣ୍ଣପୁର ଜିଲ୍ଲା ପୁଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପଧାନଙ୍କ ନାଁରେ ଏପରି ଅଭିଯୋଗ ହେବା…

ଶ୍ରୀଲଙ୍କାରେ ଅରାଜକତା, ପଦ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ

ଏଜେନ୍ସୀ : କଲମ୍ବୋ : ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାରେ ଅରାଜକତା ଚରମସୀମାରେ ପହଞ୍ଚିଥିବା ବେଳେ ବିକ୍ଷୋଭ ଯୋଗୁ ଗତକାଲି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅସ୍ଥିରତା ଯୋଗୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଦେଶ ଛାଡ଼ି ପଳାୟନ କରିବା ପରେ…

ବିଦେଶରେ ଗାନ୍ଧିମୂର୍ତ୍ତୀ ଭଙ୍ଗାରୁଜା, ପ୍ରତିବାଦ କଲା ଭାରତ

ଏଜେନ୍ସୀ : ନୂଆଦିଲ୍ଲୀ : ଅହିଂସାର ବାର୍ତ୍ତାବହ ତଥା ବିଶ୍ୱ ଶାନ୍ତିର ପଥପ୍ରଦର୍ଶକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ କାନାଡ଼ାରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ କଡ଼ା ଭାଷାରା ନିନ୍ଦା କରିଛି ଭାରତ। କାନାଡ଼ା ଓଣ୍ଟାରିଓରେ ରିଚମଣ୍ଡ ହିଲ ସିଟିରେ ଥିବା…

ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍: ଆଗରେ ଭାରତୀୟ ବଂଶୋଦ୍ଭବ

ଏଜେନ୍ସୀ : ନୂଆଦିଲ୍ଲୀ : ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସରେ ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ନେତା ଋଷି ସୁନକ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ ଲାଗି ହୋଇଥିବା ପ୍ରଥମ ରାଉଣ୍ଡ ଭୋଟିଂରେ ଋଷି ସୁନକଙ୍କୁ ଜବରଦସ୍ତ…

ମାଳଦୀପରୁ ସିଙ୍ଗାପୁର ଯିବା ପାଇଁ ଘରୋଇ ଜେଟ୍ ବିମାନ ଚାହୁଁଛନ୍ତି ରାଷ୍ଟ୍ରପତି ଗୋଟାବାୟା

ଏଜେନ୍ସୀ : କଲମ୍ବୋ : ମାଳଦୀପରୁ ସିଙ୍ଗାପୁର ଯିବା ଲାଗି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଘରୋଇ ଜେଟ୍ ବିମାନ ଚାହୁଁଥିବା କଥା ବିଦେଶୀ ଗଣମାଧ୍ୟମ ରିପୋର୍ଟ କରିଥିବା ବେଳେ ଶ୍ରୀଲଙ୍କାର ବାଚସ୍ପତି ଆବେବର୍ଦ୍ଧନେ କହିଛନ୍ତି ଯେ, ରାଷ୍ଟ୍ରପତି ଏପର୍ୟ୍ୟନ୍ତ ଇସ୍ତଫା ଦେଇ…

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ : ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍

ନିର୍ଭୟ ମିଡ଼ିଆ : ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ । ପ୍ରଶ୍ନପତ୍ର ଲିକ୍ ହୋଇଥିବା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ଆଜି ସକାଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର…

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ଲାଗି ରହିବ। ଦକ୍ଷିଣ ଉପକୂଳ ଓ ଏହାର ଆଖପାଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୪ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ…

ସମ୍ବଲପୁରରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବାକୁ ନିଆଯାଉଛି କଡ଼ା ପଦକ୍ଷେପ । ଭୁବନେଶ୍ୱର, କଟକ ପରେ…

ବିଜଦ ବିଧାୟକଙ୍କ ବିରୋଧରେ ସେକ୍ସ ରାକେଟ ଅଭିଯୋଗ, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ୍

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ। ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ବାନ୍ଧବୀ ସେକ୍ସ ରାକେଟ୍ କାରବାର ଚଳାଉଥିବା ଅଭିଯୋଗ ଆଣିଥିବା ବେଳେ ଏହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ଏହା…