Month: July 2022

ବିଏମସି ନିର୍ବାଚନରେ ପ୍ରଚାର କରିବେ ଶରଦ ପାୱାର

ଏଜେନ୍ସୀ : ମୁମ୍ବାଇ : ବ୍ରିହାନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ(ବିଏମସି) ନିର୍ବାଚନ ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଖୋଦ ଏନସିପିର ସୁପ୍ରିମୋ ଶରଦ ପାୱାର। ବିଏମସି ନିର୍ବାଚନ ଏନସିପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶରଦ ପାୱାର ମୈଦାନକୁ…

ଫେବ୍ରୁଆରି ପରେ ଦେଶରେ ପ୍ରଥମ ଥର ପାଇଁ ୨୦ ହଜାର ଟପିଲା ଦୈନିକ କୋଭିଡ୍ ସଂକ୍ରମଣ

ଏଜେନ୍ସୀ : ନୂଆଦିଲ୍ଲୀ : ୧୪୫ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ କରୋନା ଭାଇରସ ଜନିତ ନୂତନ ସଂକ୍ରମଣ ସଂଖ୍ୟା ୨୦,୦୦୦ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା ପଜିଟିଭିଟି ହାର ୫.୧୦% ହୋଇଥିବା ବେଳେ ଜାତୀୟସ୍ତରରେ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ: ରୋହିତ କ୍ୟାପଟେନ

ଏଜେନ୍ସୀ : ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ସିରିଜରୁ ବାଦ୍ ପଡିଛନ୍ତି ବିରାଟ କୋହଲି। ତାଙ୍କୁ ବିଶ୍ରାମ ଦିଆଯାଇଛି।…

କାଲିଠୁ ବୁଷ୍ଟର ଡୋଜ; ୧୮ରୁ ୫୯ ବର୍ଷୀୟଙ୍କୁ ମାଗଣା ଟିକା

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆସନ୍ତା କାଲିଠୁ ଦିଆଯିବ ବୁଷ୍ଟର ଡୋଜ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୧୮ରୁ ୫୯ ବର୍ଷୀୟଙ୍କୁ ଏହା ମାଗଣାରେ ଦିଆଯିବ । ୭୫ ଦିନ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଟିକାକରଣ ପାଇଁ…

ମହାରାଷ୍ଟ୍ରରେ କମିଲା ତୈଳ ଦର, କଥା ରଖିଲେ ସିନ୍ଦେ ସରକାର

ଏଜେନ୍ସୀ : ମୁମ୍ବାଇ : କଥା ଦେଇ କଥା ରଖିଲେ ନୂଆ ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ରରେ ପେଟ୍ରୋଲ ଦର କମିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତୈଳ ଉପରେ ଭାଟ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଦର ଲିଟର ପ୍ରତି ୫…

୮୦୦ ଟପିଲା ରାଜ୍ୟରେ ଦୈନିକ ସଂକ୍ରମଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆଜି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଉପରେ ରହିଛି। ଗତକାଲି ୭୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୪ ଜଣ କରୋନା ପଜିଟିଭ…

ମାଲକାନଗିରିରେ ୩ ଦିନ ହେଲା ଲଗାଣ ବର୍ଷା : ରାସ୍ତା ଉପରେ ଚାଲୁଛି ୫ ଫୁଟର ପାଣି

ନିର୍ଭୟ ମିଡ଼ିଆ : ମାଲକାନଗିରି : ମାଲକାନଗିରିରେ ବର୍ଷା ବିତ୍ପାତ । ଜିଲ୍ଲାରେ ଗତ ୩ ଦିନ ହେବ ଲାଗି ରହିଛି ବର୍ଷା । ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଗୋଦାବରୀ ନଦୀ…

ନବଜାତ ଶିଶୁକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲେ ପରିବାର ଲୋକେ!

ନିର୍ଭୟ ମିଡ଼ିଆ :ମାଲକାନଗିରି : ମାଟି ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ପିଲାଟିକୁ ହତ୍ୟା କରି ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟଛି ମାଲକାନଗିରି ଜିଲ୍ଲା MPV-83 -୮୩ ଗାଁରେ। ଜୁଲାଇ…

ଜମି ପାଇଁ ଦୁଇ ପରିବାର ହଣାହଣି, ୮ ଗୁରୁତର

ନିର୍ଭୟ ମିଡ଼ିଆ : ବଲାଙ୍ଗିର : ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦରୁ ତୁମୁଳକାଣ୍ଡ। ଧାରୁଆ ଅସ୍ତ୍ର ଆକ୍ରମଣରେ ୮ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡା ଗାଁରେ। ଆହତମାନଙ୍କୁ ବଲାଙ୍ଗିର ଭୀମଭୋଇ…

ପେଟ୍ରୋଲ ପମ୍ପରେ ପଶି ଭାଙ୍ଗିଲେ, କର୍ମଚାରୀଙ୍କୁ ପିଟିଲେ

ନିର୍ଭୟ ମିଡ଼ିଆ : ସୋର : ପେଟ୍ରୋଲ ପମ୍ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ…