Month: July 2022

ହୀରାକୁଦ ଛାଡ଼ିଲା ବନ୍ୟାପାଣି: ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ ରୁହ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ଆଜି ହୀରାକୁଦରୁ ଛଡ଼ାଗଲା ଏ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ଗେଟ୍ ଖୋଲାଯାଇଛି। ପ୍ରଥମେ ୭ନଂ ଗେଟ୍ରେ ପାଣି ଛଡ଼ାଯାଇଛି।ପ୍ରଥମ ପର୍ୟ୍ୟାୟରେ ୫ଟି ଗେଟ୍ ଖୋଲାଯିବ ଜଣାପଡ଼ିଛି। ପରମ୍ପରା ଅନୁସାରେ…

ବୀମା ରାଶି ପ୍ରଦାନ ଦାବିରେ କୃଷକ ସଂଗଠନ ପକ୍ଷରୁ ପଦ୍ମପୁର ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ

ନିର୍ଭୟ ମିଡ଼ିଆ : ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବୀମା ରାଶି ପ୍ରଦାନ ଦାବିରେ ରାଜ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ପଦ୍ମପୁର ଉପଖଣ୍ଡର ୬ଟି…

ମାଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲରେ ଥିଲେ, ଏବେ ଦୋଷମୁକ୍ତ ହେଲେ ୧୨୧ ଆଦିବାସୀ

ଏଜେନ୍ସୀ : ରାୟପୁର : ଛତିଶଗଡ଼ର ଦାନ୍ତେୱାଡାରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ୧୨୧ ଜଣ ଆଦିବାସୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ଆଦିବାସୀ ଲୋକମାନଙ୍କୁ ମାଓବାଦୀ ସନ୍ଦେରେ ଦୀର୍ଘ ୫ ବର୍ଷ ହେଲା ଜେଲରେ ବନ୍ଦୀ କରି ରଖାଯାଇଥିଲା। ୨୦୧୭ ମସିହାରେ…

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର; ଶୈବପୀଠରେ ଅସମ୍ଭବ ଭିଡ଼

ନିର୍ଭୟ ମିଡ଼ିଆ : ଆଠଗଡ଼ : କରୋନା କଟକଣା ହେତୁ ଗତ ୨ ବର୍ଷ ହେବ ବୋଲବମ୍ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମିଳିଛି ଗ୍ରୀନ୍ ସିଗନାଲ୍ । ଫଳରେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ…

ଆଜି ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁ ବନାମ ଯଶୱନ୍ତ ସିହ୍ନା

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ? ଆଜି ଏଥିପାଇଁ ପଢ଼ିବ ଭୋଟ। ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା।…

ଧବଳେଶ୍ୱର ପୀଠକୁ କାଉଡ଼ିଆଙ୍କୁ ବାହୁଙ୍ଗି ବାରଣ

ନିର୍ଭୟ ମିଡ଼ିଆ :ଆଠଗଡ଼ : ଏଥର ଶ୍ରାବଣ ମାସରେ କାଉଡ଼ିଆ ମାନେ ଧବଳେଶ୍ୱର ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ। ସେମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଆଜି ଏହି ସୂଚନା ଦେଇଛନ୍ତି ଆଠଗଡ଼…

ପିଲାଏ ଯଦି ୭ଟାରୁ ସ୍କୁଲ ଯାଇପାରୁଛନ୍ତି ତେବେ ବିଚାରପତି ୯ଟାରେ କାହିଁକି ଆସିପାରିବେନି କୋର୍ଟ : ସୁପ୍ରିମକୋର୍ଟ ବିଚାରପତି ୟୁ ୟୁ ଲଲିତ

ଏଜେନ୍ସୀ : ନୂଆଦିଲ୍ଲୀ : ଯଦି ପିଲାମାନେ ସକାଳ ୭ଟାରୁ ସ୍କୁଲ ଯାଇପାରୁଛନ୍ତି ତେବେ ବିଚାରପତି ଏବଂ ଓକିଲ ସକାଳ ୯ଟାରୁ କାହିଁକି ନିଜ କାମ ଆରମ୍ଭ କରିପାରିବେ ନାହିଁ? ଏହି ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ ବିଚାରପତି ୟୁ ୟୁ ଲଲିତ…

ୟୁପି ସରକାରଙ୍କ ବଡ଼ ଘୋଷଣା,ଅଗଷ୍ଟ ୧୫ରେ ଛୁଟି ବନ୍ଦ

ଏଜେନ୍ସୀ : ଲକ୍ଷ୍ନୌ : ଚଳିତବର୍ଷ ସ୍ୱାଧୀନତା ଦିବସ ଅବସରରେ ସମସ୍ତ ଛୁଟିକୁ ବାତିଲ କରିଛନ୍ତି ଉତ୍ତରପ୍ରଦେଶ ସରକାର । ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ଦେଶସାରା ସ୍ୱତନ୍ତ୍ର ଉତ୍ସବ ପାଳନ କରାଯିବ । ଏହି କ୍ରମରେ ଯୋଗୀ ସରକାର…

ଅଜୟ ଜେଠୀ ଡ୍ରାଇଭର ନା ପ୍ରେମିକ? ଖୁଲାସା କଲେ ଇନ୍ସପେକ୍ଟର ମାଡମ୍‌ଙ୍କ ସ୍ୱାମୀ

ନିର୍ଭୟ ମିଡ଼ିଆ : ସୋନପୁର : ସୋନପୁରରୁ ବଲାଙ୍ଗୀରକୁ ସଂଯୋଗ କରିଥିବା ୫୭ ନମ୍ବର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଗତ ମଙ୍ଗଳବାର ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ନୂଆ ମୋଡ଼ ନେବାରେ ଲାଗିଛି । ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର୍‌ ଧକ୍କାରେ…

୨ ଛୁଆକୁ କଚାଡ଼ି ଦେଲା ହାତୀ

ନିର୍ଭୟ ମିଡ଼ିଆ : କୋଇଡ଼ା : ହାତୀ ହାବୁଡ଼ରେ ପଡ଼ିଗଲେ ମା’ ଓ ୨ ଛୁଅ। ପ୍ରାଣ ବିକଳରେ ଦୌଡ଼ି ମା’ ନିଜ ଜୀବନ ବଞ୍ଚାଇ ଦେଇଥିବା ବେଳେ ୨ ଶିଶୁଙ୍କୁ କଚାଡ଼ି ଦେଲା ହାତୀ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନାରେ…