Month: July 2022

ମୋଦୀ କଲେ ଅନୁରୋଧ, ୧୩-୧୫ ପର୍ଯ୍ୟନ୍ତ ଘରେ ଉଡ଼ାନ୍ତୁ ତ୍ରିରଙ୍ଗା

ଏଜେନ୍ସୀ: ନୂଆଦିଲ୍ଲୀ : ଏଥର ଅଗଷ୍ଟ ୧୫କୁ ବେଶ ଧୁମଧାମରେ ପାଳନ କରିବ ଦେଶ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏବର୍ଷ ପ୍ରତି ଘରେ ଦେଖିବାକୁ ମିଳିବ ଉଡ଼ୁଥିବା ତ୍ରିରଙ୍ଗାକୁ । ପୂର୍ବରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ…

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଉପରେ ପ୍ରଶ୍ନ ଉଠାଇଲେ ଏଲଜି, ହେବ ସିବିଆଇ ଯାଞ୍ଚ

ଏଜେନ୍ସୀ: ନୂଆଦିଲ୍ଲୀ : ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଉପରାଜ୍ୟପାଳ ଭିକେ ସକସେନା ଦେଇଛନ୍ତି ବଡ଼ ଝଟ୍‌କା । ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତିର ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି । କୁହାଯାଉଛି ଯେ ମୁଖ୍ୟ ସଚିବଙ୍କ…

ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ କରିଥିଲେ ସମର୍ଥନ, ରାଜଭରଙ୍କୁ ମିଳିଲା ୱାଇ ଶ୍ରେଣୀ ସୁରକ୍ଷା

ଏଜେନ୍ସୀ: ଲକ୍ଷ୍ନୌ : ଏସ୍‌ବିଏସପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି)ର ଅଧ୍ୟକ୍ଷ ଓପି ରାଜଭରଙ୍କୁ ଯୋଗୀ ସରକାର ଦେଇଛନ୍ତି ୱାଇ ଶ୍ରେଣୀ ସୁରକ୍ଷା । ସରକାରଙ୍କନିର୍ଦ୍ଦେଶ କ୍ରମେ ଗାଜିପୁର ପୁଲିସ ପକ୍ଷରୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି । ତେବେ ରାଜଭରଙ୍କୁ…

ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ଦିନେଶ ଗୁଣବର୍ଦ୍ଧନେ

ଏଜେନ୍ସୀ : କଲମ୍ବୋ : ଆଜି ରାଷ୍ଟ୍ରପତି ରାନିଲ୍‌ ବିକ୍ରମସଂଘେ ତାଙ୍କ ନୂତନ କ୍ୟାବିନେଟ୍‌କୁ ଶପଥ ଗ୍ରହଣ କରାଇବା ସମୟରେ ବରିଷ୍ଠ ରାଜନେତା ଦିନେଶ ଗୁଣବର୍ଦ୍ଧନେ ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ଶ୍ରୀଲଙ୍କା ରାଜନୀତିର ତୁଙ୍ଗ…

ଗ୍ୟାସ ସିଲିଣ୍ଡର ଫାଟି ଘର ଛିନଛତ୍ର, ୨ ଗୁରୁତର

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଗ୍ୟାସ ସିଲିଣ୍ଡର ଫାଟି ଛିନଛତ୍ର ହୋଇଗଲା ଘର । ଉଡ଼ିଗଲା ଛାତ । ଭୁଶୁଡ଼ିଗଲା କାନ୍ଥ । ଏପରି ଅଘଟଣ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଦେବରାଜ ନାୟକଙ୍କ ଘରେ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆୟୁଷ ଡାକ୍ତର

ନିର୍ଭୟ ମିଡ଼ିଆ : ରାଇରଙ୍ଗପୁର : ଭିଜିଲାନ୍ସ ଜାଲରେ ପଡ଼ିଗଲେ ଆୟୁଷ ଡାକ୍ତର । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଗଏରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ମାଡ଼ି…

ପ୍ରାୟ ୧୦ ବର୍ଷ ପରେ ଚିହ୍ନଟ ହେଲା ପୋଲିଓର ପ୍ରଥମ ମାମଲା

ଏଜେନ୍ସୀ : ୱାଂଶିଟନ୍‌ : ପ୍ରାୟ ୧୦ ବର୍ଷ ପରେ ଆମେରିକାରେ ଚିହ୍ନଟ ହୋଇଛି ପୋଲିଓ ଭାଇରସର ପ୍ରଥମ ମାମଲା । ନ୍ୟୁୟର୍କର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରକଲ୍ୟାଣ୍ଡ କାଉଣ୍ଟରେ ରହୁଥିବା ଜଣଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି…

ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ୧୧ ଶହ ପ୍ଲସ୍‌ ଟ୍ରେଣ୍ଡ ଜାରି ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୧୧ ଶହ ୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୯୦ ଏବଂ ଲୋକାଲ…

୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ : ୨୪ ଯାଏଁ ପ୍ରବଳ ବର୍ଷିବ !

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଆହୁରି ତିନି ଦିନ ବର୍ଷା ଲାଗି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ…

କୋଣାର୍କରୁ ଭୁବନେଶ୍ୱର ଓ କାକଟପୁରକୁ ବସ୍‌ ସେବା ବନ୍ଦ

ନିର୍ଭୟ ମିଡ଼ିଆ : କୋଣାର୍କ : କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍‌ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍‌ ସେବା ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କୋଣାର୍କ ଓ ନିମାପଡା…