Day: 31 July 2022

ଝାରଖଣ୍ଡ କଂଗ୍ରେସ ବିଧାୟକଙ୍କ ଗାଡିରୁ ମିଳିଲା ୪୮ଲକ୍ଷ ନଗଦ : ତିନି ନେତାଙ୍କୁ ନିଲମ୍ବିତ କଲା ଦଳ

ପଶ୍ଚିମବଂଗର ହାୱାଡା ଜିଲାରୁ ତିନି ବିଧାୟକଙ୍କ ନିକଟରୁ ନଗଦ ୪୮ଲକ୍ଷ ଟଙ୍କା ମିିଳିବା ଘଟଣା ଝାରଖଣ୍ଡ କଂଗ୍ରେସକୁ ପକାଇ ଦେଇଛି ଅଡୁଆରେ । ଏକ କଳା ଫରଚ୍ୟୁନର ଗାଡିରୁ ଏହି ଟଙ୍କା ମିଳିଥିଲା ବେଳେ ପୁଲିସ୍‌ ତିନି ବିଧାୟକଙ୍କୁ ହେପାଜତକୁ ନେଇଛି…