Day: 29 July 2022

ଇଞ୍ଜେକସନ ନେଇ ବିଗିଡ଼ିଲା ୨୧ ରୋଗୀଙ୍କ ସ୍ୱାସ୍ଥ୍ୟ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ରୋଗ ଅନୁଯାୟୀ ଦିଆଗଲା ଇଞ୍ଜେକସନ । ହେଲେ ଭଲ ହେବା ପରିବର୍ତ୍ତେ ଥରିଲେ ୨୧ ରୋଗୀ । ଅବସ୍ଥା ସାଂଘାତିକ ହେବାରୁ ଅଧାରୁ ଅଧିକ ରୋଗୀଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି । ଏପରି ଅଘଟଣ…

ରନ୍‌ୱେରୁ ଖସିଲା ଇଣ୍ଡିଗୋ ବିମାନ

ଏଜେନ୍ସୀ : ଆସାମ : ରନ୍‌ୱେରୁ ଖସିଲା ଇଣ୍ଡିଗୋ ବିମାନ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଆସାମ ଜୋରହାଟ ବିମାନବନ୍ଦରରେ ଇନ୍ଦିଗୋର ଏକ ବିମାନ ଉଡାଣ ଆରମ୍ଭ କରୁଥିବା ବେଳେ ରନ୍‌ୱେରୁ ଖସି ପଡିଥିଲା । ଏଥିରେ କୌଣସି ଯାତ୍ରୀ…

ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି ସାଇନ୍‌ସ୍‌ ପାର୍କ

ନିର୍ଭୟ ମିଡ଼ିଆ : କୋରାପୁଟ : ଖତ ଖାଉଛି ସାଇନ୍‌ସ୍‌ ପାର୍କ । ସତ୍ତା ହରାଉଛି କୋରାପୁଟର ଇକୋ ଟୁରିଜିମ୍‌ ପାର୍କ । ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାବେଳେ ରକ୍ଷାଣା ବେକ୍ଷଣ ଅଭାବରୁ ଖତ ଖାଉଛି ଲକ୍ଷାଧିକ ଟଙ୍କାରେ ନିର୍ମିତ…

ଆଜି ରାଜ୍ୟରେ ୧୦୨୦ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ କାଲିଠାରୁ ଆଜି ୧୦ ଜଣ କମ୍‌ ସଂକ୍ରମିତ ହୋଇଛନ୍ତି । ଗତକାଲି ରାଜ୍ୟରେ ୧୦୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…