Day: 28 July 2022

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାମରା ବନ୍ଦ

ନିର୍ଭୟ ମିଡ଼ିଆ : କୁଚିଣ୍ଡା : ୪ ଦଫା ଦାବି ପୂରଣ ପାଇଁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୮ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା…

କମ୍‌ ମାର୍କ ରହିବାରୁ ଜୀବନ ହାରିଲେ ଯୁକ୍ତ ଦୁଇ ଛାତ୍ର

ନିର୍ଭୟ ମିଡ଼ିଆ : ରେଢ଼ାଖୋଲ : ଯୁକ୍ତ ଦୁଇ ପରୀକ୍ଷାରେ କମ୍‌ମାର୍କ ରହିବାରୁ ଜୀବନ ହାରିଲେ ଛାତ୍ର । ଗତକାଲି ଯୁକ୍ତ ୨ ବିଜ୍ଞାନ, ବାଣିଜ୍ୟ ଫଳାଫଳ ବାହାରିଥିବା ବେଳେ ଆଶାତିତ ମାର୍କ ନ ଥିବାରୁ ଏପରି ଚରମ ପଦକ୍ଷେପ ଉଠାଇଥିଲେ…

ମଙ୍କିପକ୍ସ ମୁକାବିଲା: କେନ୍ଦ୍ର ସରକାର ଜାରି କଲେ ଗାଇଡ୍‌ଲାଇନ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ସ । ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ…

ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ

ନିର୍ଭୟ ମିଡ଼ିଆ : ପୁରୀ : ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ । ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଧୀରେ ଧୀରେ ଆଗଉ ଥିବାରୁ ପୁରୀ ବାସିନ୍ଦା ଖୁସିପ୍ରକଟ କରିଛନ୍ତି । ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ…

ଆଜି ୪ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ନିର୍ଭୟ ମିଡ଼ିଆ : ପୁରୀ : ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟ ତିଥି। ଏ ଅବସରରେର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ୪ ଘଣ୍ଟା ଧରି ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ପ୍ରଥମ ଭୋଗ ମଣ୍ଡପ ସରିବା ପରେ…

ରାଜ୍ୟରେ ପୁଣି ହଜାରେ ଟପିଲା କରୋନା ଆକ୍ରାନ୍ତ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ପୁଣି ହଜାରେ ପାର କଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ହଜାରେ ୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୦୩, ଲୋକାଲ କେସ୍‌ ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…