Day: 26 July 2022

ଲିଫ୍ଟ ମାଗି ବ୍ୟବସାୟୀଙ୍କୁ ଭୁଜାଲିରେ ହାଣିଦେଲେ

ନିର୍ଭୟ ମିଡ଼ିଆ : ବାଲେଶ୍ୱର : ଲିଫ୍ଟ ମାଗିବା ବାହାନାରେ ଦିନ ଦ୍ୱିପହରରେ ରାସ୍ତାରେ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି ୫ ଲୁଟେରା । ବ୍ୟବସାୟୀଜଣକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କ ଡିଜିରେ ଥିବା ୧…

ସାଳନ୍ଦୀ ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ନିର୍ଭୟ ମିଡ଼ିଆ : ଭଦ୍ରକ : ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଜଘାଟ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇ ଯାଇଛନ୍ତି । ଏପର୍ଯ୍ୟନ୍ତ ଯୁବତୀଙ୍କ ପତ୍ତା ମିଳି ନାହିଁ । ଯୁବତୀଙ୍କ ପରିଚୟ…

ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ, ରାହୁଲ ଗାନ୍ଧୀ ଅଟକ

ଏଜେନ୍ସୀ : ନୂଆଦିଲ୍ଲୀ : ନ୍ୟାସ୍‌ନାଲ୍‌ ହେରାଲ୍ଡ ଖବରକାଗଜ ମାମଲାରେ ଦ୍ୱିତୀୟ ଥର ଜେରା ପାଇଁ ଇଡି ଡାକିଥିବା ବେଳେ କଂଗ୍ରେସ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୂର୍ବାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କ ସହ…

ଝିଅ ପାଖକୁ ଗଲେ ବାପାମା’, କହିଲେ-ଏବେ ଟିକେ ରିଲାକ୍ସ ଅଛୁ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଗତ ୩ ଦିନ ହେଲାଣି ଲାଇମଲାଇଟରେ ଥିବା ଓଲିଉଡ ଇଣ୍ଟଷ୍ଟ୍ରିର ହାଇ ପ୍ରୋଫାଇଲ କଳି ଥମିବା ନାଁ ଧରୁନି । ଏପରିକି ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିଥିବା ଷ୍ଟାର ଘର କଳି ଏବେ ସୋସିଆଲ…

ବିଷ ପିଇ ନାବାଳକର ମୃତ୍ୟୁ

ବିଷ ପିଇ ନାବାଳକର ମୃତ୍ୟୁ ନିର୍ଭୟ ମିଡ଼ିଆ : ଭଦ୍ରକ ଭଦ୍ରକ ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତ ଉଦୟପୁର ଗାଁରେ ବିଷ ପିଇ ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣଙ୍କ ହେଲେ ମାନସ ଦାସ…

କାରଗିଲ୍‌ ବିଜୟକୁ ପୂରିଲା ୨୩ ବର୍ଷ

ଏଜେନ୍ସୀ : ନୂଆଦିଲ୍ଲୀ : ଆଜି କାରଗିଲ ବିଜୟ ଦିବସ । ଏହି ଅବସରରେ ସାରାଦେଶ ଦେଶମାତୃକାର ରକ୍ଷା ପାଇଁ ବୀର ଯବାନଙ୍କ ବଳିଦାନର ସ୍ମୃତିଚାରଣ କରୁଛି । କାରଗିଲ ଯୁଦ୍ଧ ୧୯୯୯ ମେ ୩ ରୁ ଆରମ୍ଭ ହୋଇ ଜୁଲାଇ…

ଆଜି ସୋନିଆଙ୍କୁ ପୁଣି ଜେରା କରିବ ଇଡି

ଏଜେନ୍ସୀ : ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନିକଟରେ ହାଜର ହେବେ । ମନି ଲଣ୍ଡରିଂ ମାମଲାରେ ଇଡି ଆଜି ତାଙ୍କୁ ଦ୍ୱିତୀୟ ଥର ପାଇଁ…

ମଙ୍କିପକ୍ସ ସନ୍ଦିଗ୍ଧ ସିଧା ହସ୍ପିଟାଲକୁ ଯିବେ

ଏଜେନ୍ସୀ : ନୂଆଦିଲ୍ଲୀ : ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଏବେ ମଙ୍କିପକ୍ସ ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଙ୍କିପକ୍ସକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା…

ଚେନ୍ନାଇରୁ ଫେରିଲା ଟିମ୍‌, କୁଆଡ଼େ ଗଲେ ବାବୁସାନ?

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଦିନକୁ ଦିନ ପ୍ରକୃତି- ବାବୁସାନ- ତୃପ୍ତି କଳି ନୂଆ ଟ୍ୱିଷ୍ଟ ନେଉଥିବା ବେଳେ ସୋସିଆଲ ମିଡିଆରେ ଚାଲିଛି ଜୋରଦାର ଲଢ଼େଇ । ୩ ଦିନ ହେଲାଣି ଏହି ଘଟଣାର ସମାଧାନ ବାଟ ଫିଟି ପାରୁ…

ହାତୀକୁ ଗୁଳିମାଡ଼! ଆଜି ଯିବ ବନ ବିଭାଗ ଟିମ୍‌

ନିର୍ଭୟ ମିଡ଼ିଆ : ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ନୂଆଗଡ଼ କମ୍ପାର୍ଟମେଣ୍ଟ ନଂ ୩ରେ ଏକ ଅସୁସ୍ଥ ହାତୀ ବୁଲୁଥିବା ସୂଚନା ମିଳିଛି । ତେବେ ହାତୀଟିକୁ ଗୁଳିମାଡ଼ ହୋଇଛି ନା ସଂକ୍ରମଣ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଛି…