Day: 22 July 2022

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆୟୁଷ ଡାକ୍ତର

ନିର୍ଭୟ ମିଡ଼ିଆ : ରାଇରଙ୍ଗପୁର : ଭିଜିଲାନ୍ସ ଜାଲରେ ପଡ଼ିଗଲେ ଆୟୁଷ ଡାକ୍ତର । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଗଏରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରାଙ୍କୁ ମାଡ଼ି…

ପ୍ରାୟ ୧୦ ବର୍ଷ ପରେ ଚିହ୍ନଟ ହେଲା ପୋଲିଓର ପ୍ରଥମ ମାମଲା

ଏଜେନ୍ସୀ : ୱାଂଶିଟନ୍‌ : ପ୍ରାୟ ୧୦ ବର୍ଷ ପରେ ଆମେରିକାରେ ଚିହ୍ନଟ ହୋଇଛି ପୋଲିଓ ଭାଇରସର ପ୍ରଥମ ମାମଲା । ନ୍ୟୁୟର୍କର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ରକଲ୍ୟାଣ୍ଡ କାଉଣ୍ଟରେ ରହୁଥିବା ଜଣଙ୍କ ଶରୀରରୁ ଏହି ଭାଇରସ ଠାବ ହୋଇଛି…

ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ୧୧ ଶହ ପ୍ଲସ୍‌ ଟ୍ରେଣ୍ଡ ଜାରି ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୧୧ ଶହ ୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୬୯୦ ଏବଂ ଲୋକାଲ…

୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ : ୨୪ ଯାଏଁ ପ୍ରବଳ ବର୍ଷିବ !

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ ଆହୁରି ତିନି ଦିନ ବର୍ଷା ଲାଗି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ…

କୋଣାର୍କରୁ ଭୁବନେଶ୍ୱର ଓ କାକଟପୁରକୁ ବସ୍‌ ସେବା ବନ୍ଦ

ନିର୍ଭୟ ମିଡ଼ିଆ : କୋଣାର୍କ : କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍‌ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍‌ ସେବା ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କୋଣାର୍କ ଓ ନିମାପଡା…

କୋରାପୁଟ ଓ ବଲାଙ୍ଗିରର ସବୁ ସିଆରସିସିଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : କୋରାପୁଟ ଓ ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣା ପଦାକୁ ଆସିବା ପରେ ଆକ୍ସନ ମୁଡକୁ ଆସିଯାଇଛି ଗଣଶିକ୍ଷା ବିଭାଗ । ଏହି ଦୁଇ ଜିଲ୍ଲାର ସବୁ ଉଜଉଉଙ୍କୁ କାର୍ଯ୍ୟାନ୍ତର କରିବା ଲାଗି ଗଣଶିକ୍ଷା…

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ୯୭.୭୧% ପିଲା ପାସ୍‌

ଏଜେନ୍ସୀ : ନୂଆଦିଲ୍ଲୀ : ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି । ପିଲାମାନେ ୱେବ୍‌ସାଇଟରେ ନିଜ ରେଜଲ୍ଟ ବିଷୟରେ ଜାଣିପାରିବେ । ଏବେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଦିନ ୨ଟାରେ ସିବିଏସଇ ୧୦ମ…