Day: 18 July 2022

ବୀମା ରାଶି ପ୍ରଦାନ ଦାବିରେ କୃଷକ ସଂଗଠନ ପକ୍ଷରୁ ପଦ୍ମପୁର ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ

ନିର୍ଭୟ ମିଡ଼ିଆ : ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବୀମା ରାଶି ପ୍ରଦାନ ଦାବିରେ ରାଜ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ପଦ୍ମପୁର ଉପଖଣ୍ଡର ୬ଟି…

ମାଓବାଦୀ ସନ୍ଦେହରେ ୫ ବର୍ଷ ହେଲା ଜେଲରେ ଥିଲେ, ଏବେ ଦୋଷମୁକ୍ତ ହେଲେ ୧୨୧ ଆଦିବାସୀ

ଏଜେନ୍ସୀ : ରାୟପୁର : ଛତିଶଗଡ଼ର ଦାନ୍ତେୱାଡାରେ ଥିବା ସ୍ୱତନ୍ତ୍ର ଏନଆଇଏ କୋର୍ଟ ୧୨୧ ଜଣ ଆଦିବାସୀଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ଆଦିବାସୀ ଲୋକମାନଙ୍କୁ ମାଓବାଦୀ ସନ୍ଦେରେ ଦୀର୍ଘ ୫ ବର୍ଷ ହେଲା ଜେଲରେ ବନ୍ଦୀ କରି ରଖାଯାଇଥିଲା। ୨୦୧୭ ମସିହାରେ…

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର; ଶୈବପୀଠରେ ଅସମ୍ଭବ ଭିଡ଼

ନିର୍ଭୟ ମିଡ଼ିଆ : ଆଠଗଡ଼ : କରୋନା କଟକଣା ହେତୁ ଗତ ୨ ବର୍ଷ ହେବ ବୋଲବମ୍ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମିଳିଛି ଗ୍ରୀନ୍ ସିଗନାଲ୍ । ଫଳରେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ…

ଆଜି ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁ ବନାମ ଯଶୱନ୍ତ ସିହ୍ନା

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ? ଆଜି ଏଥିପାଇଁ ପଢ଼ିବ ଭୋଟ। ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଥିବା ବେଳେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନା।…