Day: 11 July 2022

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ

ନିର୍ଭୟ ମିଡ଼ିଆ : ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ୨ଟି ହାତୀ ୧୬ ନମ୍ବର ଜାତୀୟ ରାଜପଥ ପାର୍‌ ହେଉଥିଲେ…

କାର୍‌କୁ ଧକ୍କା ଦେଲା ବସ୍‌, ଜଣେ ମୃତ

ନିର୍ଭୟ ମିଡ଼ିଆ : ବଲାଙ୍ଗିର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଜାତୀୟ ରାଜପଥ ୨୬ର ଖର୍ଲିକାନି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌କାର୍‌କୁ ଧକ୍କା ଦେବା ଫଳରେ କାର୍‌ ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି…

ଉଦ୍ଧବ କ୍ୟାମ୍ପକୁ ମିଳିବ କି ରାଜନୈତିକ ଆଶ୍ୱସ୍ତି ? ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଏଜେନ୍ସୀ : ମୁମ୍ବାଇ : ଶିବସେନାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ହୋଇଥିବା ଦଳବଦଳ ବିରୋଧୀ ମାମଲାରା ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଥିବା ଏହି ବିଧାୟକଙ୍କ…

ରାତି ପାହିଲେ ମିଳିଥାନ୍ତା ପଦୋନ୍ନତି, ତା’ଆଗରୁ ପୁଲିସବାବୁଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ନିର୍ଭୟ ମିଡ଼ିଆ : ଉମରକୋଟ : ରାତି ପାହିଥିଲେ ମିଳିଥାନ୍ତା ପଦୋନ୍ନତି । ଅତିରିକ୍ତ ଥାନା ଅଧିକାରୀରୁ ହୋଇଥାନ୍ତେ ଥାନା ଆଇଆଇସି । ହେଲେ ଗୋଟିଏ ରାତି ଭିତରେ ହୋଇଗଲା ସବୁ ଏପଟ ସେପଟ । ୨୦ ହଜାର ଟଙ୍କା ଲାଞ୍ଚ…

ପୁଣି ପଶିଲାଣି ଡର ! ରାଜ୍ୟରେ କ୍ରମାଗତ ଭାବେ ୫ ଶହ ପାର୍‌ ସଂକ୍ରମଣ

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜ୍ୟରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ ସଂକ୍ରମଣର ହାର ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ୫ ଶହ ପାର୍‌ହେଲାଣି । ଆଜି ଦିନକରେ ୫୭୨ ନୂଆ ସଂକ୍ରମିତ ଚିହ୍ନଟ…

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, କାଲି ହେବ ନିଳାଦ୍ରୀ ବିଜେ

ନିର୍ଭୟ ମିଡ଼ିଆ : ପୁରୀ : ଶ୍ରୀକ୍ଷେତ୍ରରେ ଆଜି ହେବ ଶ୍ରୀଜିଉଙ୍କ ଅଧରପଣା ନୀତି । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କଠାରେ ୯ଟି ମାଟି ହାଣ୍ଡିରେ ଏହି ପଣା ଲାଗି ହେବ । ଏହାପରେ ଚଣ୍ଡି ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି ଅଧର ହାଣ୍ଡି…