Day: 11 July 2022

ବର୍ଷା ଦିନେ ଜଳ ସଙ୍କଟରେ ରେଲିକୁମ୍ଭା ଗ୍ରାମବାସୀ

ନିର୍ଭୟ ମିଡ଼ିଆ : କୋରାପୁଟ : ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ୟ୍ୟକଳାପ…

୨୦୨୨ ନଭେମ୍ବର ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ

ଏଜେନ୍ସୀ : ନୂଆଦିଲ୍ଲୀ : ଲୋକସଂଖ୍ୟା ଦୃଷ୍ଟିରୁ ଖୁବଶୀଘ୍ର ଚୀନକୁ ଅତିକ୍ରମ କରିବ ଭାରତ । ୨୦୨୨ ଶେଷ ସୁଦ୍ଧା ଭାରତ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ୧ ନମ୍ବର ଦେଶ ହେବ । ଏନେଇ ମିଳିତ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି…

ନୂତନ ସଂସଦ ଭବନରେ ଶୋଭା ପାଇବ ବ୍ରୋଞ୍ଜର ଅଶୋକ ସ୍ତମ୍ଭ

ଏଜେନ୍ସୀ : ନୂଆଦିଲ୍ଲୀ : ଦିଲ୍ଲୀରେ ନୂତନ ସଂସଦ ଭବନର ଛାତ ଉପରେ ନ୍ୟାସନାଲ ଏମ୍ବଲେମ୍କୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭର ଏହି କଳାକୃତି ନୂତନ ସଂସଦ ଭବନର ମୁଖ୍ୟ ଲବିର କେନ୍ଦ୍ର…

ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ

ଏଜେନ୍ସୀ : ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି। ମହାରାଷ୍ଟ୍ର, ଗୁଜରାଟଠୁ ନେଇ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଓ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ପର୍ୟ୍ୟନ୍ତ ବହୁ ରାଜ୍ୟରେ ବିପର୍ୟ୍ୟୟ ଆଣିଛି ବର୍ଷା। ମୂଷଳ…

ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ‘ଶାରଳା ବସ୍‌’

ନିର୍ଭୟ ମିଡ଼ିଆ : ପିପିଲି : ପୁରୀ ଜିଲ୍ଲା ସାତଶଙ୍ଖଠାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଛି । ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସାତଶଙ୍ଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…

ପ୍ରକାଶ ପାଇଲା ଜେଇଇ (ମେନ୍‌) ରେଜଲ୍ଟ

ଏଜେନ୍ସୀ : ନୂଆଦିଲ୍ଲୀ : ପ୍ରକାଶ ପାଇଛି ଜେଇଇ (ମେନ୍‌) ରେଜଲ୍ଟ । ନ୍ୟାସନାଲ ଟେଷ୍ଟି ଏଜେନ୍ସି ପକ୍ଷରୁ ଜେଇ (ମେନ୍‌) ସେସନ-୧ ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷା ଜୁନ ୨୩ରୁ ୨୯ ମଧ୍ୟରେ ହୋଇଥିଲା । ଛାତ୍ରଛାତ୍ରୀମାନେ…

ପୂର୍ବତନ ଗୋଆ କଂଗ୍ରେସ ମୁଖ୍ୟଙ୍କ ସଙ୍ଗିନ୍‌ ଅଭିଯୋଗ: ଆମ ବିଧାୟକଙ୍କୁ ଭାଜପା ୪୦ କୋଟି ଟଙ୍କା ଅଫର ଦେଇଛି

ଏଜେନ୍ସୀ : ପାଣାଜୀ : ପୂର୍ବତନ ଗୋଆ କଂଗ୍ରେସ ମୁଖ୍ୟ ଗିରିଶ ଚୋଦନକର ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଦଳର ବିଧାୟମାନଙ୍କୁ ଭାଜପାରେ ମିଶିବା ପାଇଁ ୪୦ କୋଟି ଟଙ୍କା ଅଫର ଦିଆଯାଇଛି । ଗୋଆ…

କରୋନା ମାଡ଼ୁଥିବାରୁ ବିଏମ୍‌ସିର କଡ଼ା କଟକଣା : ସପିଙ୍ଗ ମଲ୍‌ ଓ ଦୋକାନରେ ଭିଡ଼ ନକରିବାକୁ ତାଗିଦ୍‌

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ରାଜଧାନୀରେ ପୁଣି ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ କଟକଣା କଡ଼ାକଡ଼ି କରିଛି ଭୁବନେଶ୍ୱର ମହାନଗର ନିଗମ( ବିଏମସି) । କରୋନା ସଂକ୍ରମଣ ଏଡ଼ାଇବାକୁ ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍‌…

ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ

ଏଜେନ୍ସୀ : ନୂଆଦିଲ୍ଲୀ : ୨୦୧୭ର ଏକ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ଦଣ୍ଡାଦେଶ ପଳାତକ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ । ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ଦଣ୍ଡାଦେଶ । ସର୍ବୋଚ୍ଚ…

ତାମିଲନାଡ଼ୁ ରାଜନୀତିରେ ହଟଚମଟ, ପନୀରସେଲଭାମ ଗୋଷ୍ଠୀକୁ ହାଇକୋର୍ଟ ଝଟ୍‌କା

ଏଜେନ୍ସୀ : ନୂଆଦିଲ୍ଲୀ : ତାମିଲନାଡ଼ୁ ରାଜନୀତିରେ ହଟଚମଟ । ବିରୋଧୀ ଏଆଇଏଡିଏମ୍‌କେରେ ଫାଟ । ଦଳରେ ଆରମ୍ଭ ହୋଇଛି ବିଦ୍ରୋହ । କ୍ଷମତାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଇକେ ପାଲାନି ସାମି ଓ ବିଦ୍ରୋହୀ ନେତା ଓ’ ପନୀରସେଲଭାମ ମଧ୍ୟରେ…