Day: 9 July 2022

ପ୍ରଦର୍ଶନକାରୀଙ୍କ କବ୍ଜାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ, ଘର ଛାଡ଼ି ପଳାଇଲେ ଗୋଟବାୟା

ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁନେଇ ଜାରି ରହିଥିବା ବିକ୍ଷୋଭ ପ୍ରଦର୍ଶନ ଭୟଙ୍କର ମୋଡ଼ରେ ପହଞ୍ଚିଛି । ଶନିବାର ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବାସଭବନକୁ ଘେରିଥିଲେ । ଆଉ ଏହି କାରଣରୁ ଭୟରେ ଘର ଛାଡ଼ି ପଳାଇଛନ୍ତି ଗୋଟବାୟା । ଏହା ପୂର୍ବରୁ…