Day: 8 July 2022

ଆସନ୍ତାକାଲି ବାହୁଡ଼ା ଯାତ୍ରା, ଆଜି ଅପରାହ୍ନ ୪ଟାରୁ ଜଗାକୁ ଦର୍ଶନ କରିପାରିବେନି ଭକ୍ତ

ନିର୍ଭୟ ମିଡ଼ିଆ : ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ତା’ ପୂର୍ବରୁ ଆଜି ଅପରାହ୍ନ ୪ଟା ଯାଏ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାଡ଼

ଏଜେନ୍ସୀ : ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ । ଜାପାନ ନାରା ସହରରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ସିଞ୍ଜୋ ଆବେଙ୍କ ଉପରକୁ ଆତତାୟୀ ଗୁଳି ମାଡ଼ କରିଥିବା ସୂଚନା ମିଳିଛି । ଏହି…

ଭୁବନେଶ୍ୱରରେ ଦ୍ରୋପଦୀ ମୁର୍ମୁ, ନାଚଗୀତରେ ଦୁଲୁକିଲା ବିମାନବନ୍ଦର

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚôଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ । ବିମାନବନ୍ଦରରେ ପହଞ୍ଚôବା ପରେ ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲି ବାଜାର…